ଅଗଷ୍ଟ ୨୦୨୬ରେ ବର୍ତ୍ତମାନର ଡିଜିପି ଶ୍ରୀ ୱାଇ.ବି. ଖୁରାନିଆଙ୍କ ଅବସର ନେଉଛନ୍ତି
କ୍ରାଇମବ୍ରାଞ୍ଚର ସିଆଇଡିର ଡିଜିପି ଶ୍ରୀ ବିନୟତୋଷ ମିଶ୍ର ୧୬ ଅଗଷ୍ଟ ୨୦୨୬ ଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଡିଜିପି (ପୁଲିସ ବାହିନୀ ମୁଖ୍ୟ) ଅତିରିକ୍ତ ଦାୟିତ୍ୱରେ ରହିବେ।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।