କଟକରୁ ୨ ବ୍ୟବସାୟୀ ଠାରୁ ଲୁଟ୍‌

Apr 19, 2024 - 18:58
 102
କଟକରୁ ୨ ବ୍ୟବସାୟୀ ଠାରୁ ଲୁଟ୍‌

କଟକ: ଗୋଟିଏ ଦିନରେ ୨ ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷ ଲୁଟ୍

ପୃଥକ ପୃଥକ ଭାବେ ଓଏମ୍‌ପି ଛକ ଓ ପିଠାପୁରରେ ବ୍ୟବସାୟୀଙ୍କୁ ଲୁଟ୍‌

ଓଏମ୍‌ପି ଛକରେ ପୋଲିସ ପରିଚୟ ଦେଇ ୨.୭୦ ଲକ୍ଷ ଟଙ୍କା ଲୁଟି ନେଲେ । ପିଠାପୁରରେ ବଙ୍ଗୀୟ ବ୍ୟବସାୟୀଙ୍କ ଠାରୁ ୩୦ ହଜାର ଟଙ୍କା ଲୁଟ୍।