ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ରାଜ ନୀତିରେ ମନମାନି ଏବେ ମହଙ୍ଗା ପଡିବ...

Mar 9, 2026 - 11:43
 43
ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ରାଜ ନୀତିରେ ମନମାନି ଏବେ ମହଙ୍ଗା ପଡିବ...

ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ରାଜ ନୀତିରେ ମନମାନି ଏବେ ମହଙ୍ଗା ପଡିବ...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ପ୍ରୋଟୋକଲ୍‌ରେ ହେଇଥିଲା ତ୍ରୁଟିକୁ ନେଇ କେନ୍ଦ୍ର ଗୃହ ସଚିବ ପଶ୍ଚିମବଙ୍ଗର ମୁଖ୍ୟ ସଚିବଙ୍କୁ ସମନ ଜାରୀ କରିଛନ୍ତି 

ରବିବାର ଅପରାହ୍ନ ୫ଟା ସୁଦ୍ଧା ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି

ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କାହିଁକି ପ୍ରୋଟୋକଲ୍ ପାଳନ କରାଯାଇ ନଥିଲା 

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦିନ ବାଗଡୋଗ୍ରା ବିମାନବନ୍ଦର ନିକଟରେ ଆୟୋଜିତ ଏକ ଆଦିବାସୀ ସମ୍ପ୍ରଦାୟର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟ ମନ୍ତ୍ରୀମାନଙ୍କ ଅନୁପସ୍ଥିତିର କାରଣ

କୋଉ ପରିସ୍ଥିତିରେ ସେ ସ୍ଥାନ ପରିବର୍ତ୍ତନ ନିଷ୍ପତ୍ତି କଲେ 

ରାଷ୍ଟ୍ରପତିଙ୍କ ଗସ୍ତ ସହିତ ଜଡିତ ସୁରକ୍ଷା ଏବଂ ପ୍ରୋଟୋକଲ୍ ନିୟମର ବ୍ଲୁ ବୁକ୍ କାହିଁକି ପାଳନ କରାଯାଇ ନାହିଁ । 

କାର୍ଯ୍ୟକ୍ରମର ସ୍ଥାନ କାହିଁକି ପରିବର୍ତ୍ତନ କରାଯାଇଥିଲା ତାହା ସ୍ପଷ୍ଟ କରିବାକୁ ସେ କହିଛନ୍ତି ।