ଆଜିର ଦିନ ଚର୍ଚ୍ଚା

Aug 27, 2026 - 08:45
 4

 ଆଜିର ଦିନ ଚର୍ଚ୍ଚା 

ଆଜି ଅଗଷ୍ଟ ମାସ ୨୭ ତାରିଖ ୨୦୨୬ ମସିହା (ଗୁରୁବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୩*

*ସମ୍ବତ୍ସର- ରୌଦ୍ର*

*ଶ୍ରାବଣମାସ- ଶୁକ୍ଳପକ୍ଷ*

*ତିଥି- ଚତୁର୍ଦ୍ଦଶୀ ଦିବା ଘ୦୮/୦୬ ଗତେ ପୂର୍ଣ୍ଣିମା*

*ନକ୍ଷତ୍ର- ଧନିଷ୍ଟା ରାତ୍ରି ଘ୦୨/୫୬ ଗତେ ଶତଭିଷା*

*ଚନ୍ଦ୍ର- ମକର ଦିବା ଘ୦୨/୧୬ ଗତେ କୁମ୍ଭ*

*ଯୋଗ- ଶୋଭନ*

*କରଣ - ବିଷ୍ଟି*

*ସୌରମାସ- ସିଂହ ୧୧ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୫/୩୩/୦୨

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୪/୦୨

*ଯୋଗିନୀ ପଶ୍ଚିମେ ଦିବା ଘ୦୯/୦୬ ଗତେ ବାୟବ୍ୟେ*

*ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର*

*ତୁଳା ଓ କୁମ୍ଭ ରାଶିର ଘାତବାର*

*ପୂର୍ଣ୍ଣିମା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

*ଅଦ୍ୟ ରକ୍ଷା ବନ୍ଧନ*

କାଳବେଳା ଓ।ବାରବେଳା- ଦିବା ଘ୦୨/୫୫ ଗତେ ଘ୦୬/୦୫ ମଧ୍ୟେ

ବିଶୁଦ୍ଧ ଅମୃତ ବେଳା- ରାତ୍ରି ଘ୦୧/୫୫ ଗତେ ଘ୦୩/୩୭ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୭/୧୦ ମଧ୍ୟେ ଓ ଘ୧୦/୨୦ ଗତେ ଘ୧୨/୪୫ ମଧ୍ୟେ