ଆଜିର ଦିନ ଚର୍ଚ୍ଚା

Sep 9, 2026 - 08:16
 3

ଆଜିର ଦିନ ଚର୍ଚ୍ଚା 

ଆଜି ସେପ୍ଟେମ୍ବର ମାସ ୦୯ ତାରିଖ ୨୦୨୬ ମସିହା (ବୁଧବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୩*

*ସମ୍ବତ୍ସର- ରୌଦ୍ର*

*ଭାଦ୍ରବମାସ- କୁଷ୍ଣପକ୍ଷ*

*ତିଥି- ତ୍ରୟୋଦଶୀ ଦିବା ଘ୧୨/୪୩ ଗତେ ଚତୁର୍ଦ୍ଦଶୀ*

*ନକ୍ଷତ୍ର- ଅଶ୍ଳେଷା ଦିବା ଘ୦୪/୦୨ ଗତେ ମଘା*

*ଚନ୍ଦ୍ର- କର୍କଟ ଦିବା ଘ୦୪/୦୨ ଗତେ ସିଂହ*

*ଯୋଗ- ଶିବ*

*କରଣ - ବାଣିଜ୍ୟ*

*ସୌରମାସ- ସିଂହ ୨୪ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୫/୩୭/୧୯

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୨/୩୦

*ଯୋଗିନୀ ଦକ୍ଷିଣେ ଦିବା ଘ୧୨/୪୩ ଗତେ ପଶ୍ଚିମେ*

*କର୍କଟ ରାଶିର ଘାତବାର*

*ତ୍ରୟୋଦଶୀ ର ଏକୋଦିଷ୍ଟ ଓ ଚତୁର୍ଦ୍ଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

କାଳବେଳା-ଦିବା ଘ୦୮/୪୦ ଗତେ ଘ୧୦/୧୫ ମଧ୍ୟେ

ବାରବେଳା- ଦିବା ଘ୧୧/୪୫ ଗତେ ଘ୦୧/୧୮ ମଧ୍ୟେ

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୪ମଧ୍ୟେ ଓ ଘ୦୧/୧୯ ଗତେ ଘ୦୧/୪୦ ମଧ୍ୟେ ଓ ରାତ୍ରି ଘ୦୬/୪୦ ଗତେ ଘ୦୯/୦୬ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୦୦ ଗତେ ଘ୦୫/୩୮ ମଧ୍ୟେ ଓ ରାତ୍ରି ଘ୦୯/୦୬ ଗତେ ଘ୧୦/୪୦ ମଧ୍ୟେ  

ଆଜି ବାଇଗଣ ଦିବା ଘ୧୨/୪୩ ଗତେ ବିରି ଭକ୍ଷଣ ନିଷେଧ