ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ରାଜନୈତିକ ଚିଠା ପ୍ରସ୍ତାବ...

Sep 9, 2026 - 20:34
 3
ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ରାଜନୈତିକ ଚିଠା ପ୍ରସ୍ତାବ...

ଏନେଇ ପ୍ରେସମିଟ୍‌ରେ ସୂଚନା ଦେଲେ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର

କାର୍ଯ୍ୟକାରିଣୀରେ ୨ ବର୍ଷର ବିକାଶର କଥା କହିଲେ ମୁଖ୍ୟମନ୍ତ୍ରୀ’

ବିଏଲ ସନ୍ତୋଷ କର୍ମକର୍ତ୍ତାଙ୍କୁ ମାର୍ଗଦର୍ଶନ ଦେଇଛନ୍ତି’

MP, MLA, ମନ୍ତ୍ରୀ ହେଲେ ବି ସେବାଭାବ ରଖି କାମ କରିବାକୁ କହିଛନ୍ତି’

ମହିଳା ଆରକ୍ଷଣ ବିଲ୍‌କୁ ବିରୋଧୀ ସମର୍ଥନ କରି ନ ଥିବାରୁ ନିନ୍ଦା ପ୍ରସ୍ତାବ ଗୃହୀତ’

ଯେଉଁମାନେ ସହଯୋଗ କରିନଥିଲେ ତାଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଗୃହୀତ’

ଏମଏମଡିଆର ଆକ୍ଟ ବାବଦରେ ଆଲୋଚନା ହୋଇଛି, ଇ-ଅକ୍ସନ ହେବ’

ପୂର୍ବ ସରକାର ନିଜ ପରିବାର ଚିହ୍ନା ଲୋକଙ୍କୁ ମାଇନ୍ସ ଦେଉଥିଲା’

ଏ ସବୁ ପ୍ରସଙ୍ଗ ଲୋକଙ୍କ ପାଖକୁ ନେବୁ, ଏମଏମଡିଆର ଆକ୍ଟକୁ ସ୍ୱାଗତ କରିଛୁ’

ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ରିପୋର୍ଟ ଫାଇଲ ଚୋରି ନେଇ ଆଲୋଚନା ହୋଇଛି’

ବନ୍ଦେ ମାତରଂକୁ ନେଇ ସରକାର ଇତିହାସ ସୃଷ୍ଟି କରିଛନ୍ତି’

୧୦୦ ବର୍ଷ ପୂର୍ତ୍ତି ପାଳନ କରିପାରିଲା ନାହିଁ, ୧୫୦ତମ ଜୟନ୍ତୀ ପାଳନ ହେଲା’

ପାର୍ଲିଆମେଣ୍ଟରେ ଆଇନ ପାରିତ ପରେ ମଧ୍ୟ କଂଗ୍ରେସ ମାନିଲା ନାହିଁ’