ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ଆଜି ସେପ୍ଟେମ୍ବର ମାସ ୦୩ ତାରିଖ ୨୦୨୬ ମସିହା (ଗୁରୁବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୩*
*ସମ୍ବତ୍ସର- ରୌଦ୍ର*
*ଭାଦ୍ରବମାସ- କୁଷ୍ଣପକ୍ଷ*
*ତିଥି- ସପ୍ତମୀ ରାତ୍ରି ଘ୦୨/୪୦ ଗତେ ଅଷ୍ଟମୀ*
*ନକ୍ଷତ୍ର- କୃତ୍ତିକା ରାତ୍ରି ଘ୦୧/୨୧ ଗତେ ରୋହିଣୀ*
*ଚନ୍ଦ୍ର- ମେଷ ଦିବା ଘ୦୮/୧୩ ଗତେ ବୃଷ*
*ଯୋଗ- ବ୍ୟାଘାତ*
*କରଣ - ବିଷ୍ଟି*
*ସୌରମାସ- ସିଂହ ୧୮ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୩୫/୧୭
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୯/୦୦
*ଯୋଗିନୀ ବାୟବ୍ୟେ ରାତ୍ରି ଘ୦୨/୪୦ ଗତେ ଐଶାନ୍ୟେ*
*ବିଛା ରାଶିର ଘାତଚନ୍ଦ୍ର*
*ତୁଳା ଓ କୁମ୍ଭ ରାଶିର ଘାତବାର*
*ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
କାଳବେଳା ଓ ବାରବେଳା- ଦିବା ଘ୦୨/୫୦ ଗତେ ଘ୦୫/୫୭ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ରାତ୍ରି ଘ୦୨/୧୦ ଗତେ ଘ୦୩/୩୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୭/୧୨ ମଧ୍ୟେ ଓ ଘ୧୦/୨୫ ଗତେ ଘ୧୨/୪୮ ମଧ୍ୟେ
ଅଦ୍ୟ ତାଳ ଭକ୍ଷଣ ନିଷେଧ ନାହିଁ