ଓଲା, ଓବେର ଓ ରାପିଡୋ ବିରୁଦ୍ଧରେ ଆନ୍ଦୋଳନ...
ଆଜି ଭୁବନେଶ୍ୱରରେ ଓଡିଶା ଅନଲାଇନ୍ ଚାଳକ ମିଳିତ ମଞ୍ଚ ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ ହୋଇଛି।
ଅନଲାଇନ୍ ଟ୍ୟାକ୍ସି ସଂସ୍ଥା ବିରୋଧରେ ଓଡ଼ିଶା ବନ୍ଦ ଡାକରା ଦେଇଛି ସଂଘ।
ଓଲା, ଉବେର ଓ ରାପିଡୋ ବିରୋଧରେ କରାଯାଉଛି ଆନ୍ଦୋଳନ।
ଅନଲାଇନ୍ ଭଡ଼ା ଉପରେ ସରକାରୀ ନିୟନ୍ତ୍ରଣ ଦାବି କରାଯାଇଛି।
ଆନ୍ଦୋଳନକୁ ୨୧ଟି ସଂଗଠନ ସମର୍ଥନ ଜଣାଇଛନ୍ତି।