ଦୁଇଗୁଣା ବୃଦ୍ଧି ହେଲା ଜେଲ କର୍ମଚାରୀଙ୍କର ପୋଷାକ ଭତ୍ତା...

Aug 21, 2026 - 16:14
 10
ଦୁଇଗୁଣା ବୃଦ୍ଧି ହେଲା ଜେଲ କର୍ମଚାରୀଙ୍କର ପୋଷାକ ଭତ୍ତା...

ବଢ଼ିଲା ଜେଲ୍ କର୍ମଚାରୀ ଓ ଅଧିକାରୀମାନଙ୍କ ବାର୍ଷିକ ପୋଷାକ ଭତ୍ତା

୨ ଗୁଣା ପୋଷାକ ଭତ୍ତା ବୃଦ୍ଧି କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ। 

୩୭୮ ଅଧିକାରୀଙ୍କ ପୋଷାକ ଭତ୍ତା ୩୦୦୦ରୁ ୬୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। 

ଚିଫ୍‌ ୱାର୍ଡର୍, ୱାର୍ଡର୍ ଓ ମହିଳା ୱାର୍ଡରଙ୍କ ପୋଷାକ ଭତ୍ତା ୮ ହଜାରକୁ ବୃଦ୍ଧି କଲେ ରାଜ୍ୟ ସରକାର। 

ବର୍ଷକୁ ଅତିରିକ୍ତ ୯୬.୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। 

ଏହା ଦ୍ୱାରା ଉପକୃତ ହେବେ ୨୫୦୦ କର୍ମଚାରୀ ଓ ଅଧିକାରୀ। 

ଚଳିତ ଆର୍ଥିକ ବର୍ଷରୁ ଏହି ନୂଆ ପୋଷାକ ଭତ୍ତା ଲାଗୁ ହେବ।