ବେଆଇନ ବସ ଆଉ ଗଡିବନି ରାସ୍ତାରେ...
ବେଆଇନ ଚାଲିଥିବା ୩ଟି ସ୍କୁଲ ବସ ଜବତ କରାଯାଇଛି।
କଟକ ଜିଲ୍ଲା ଡମପଡ଼ା ବ୍ଲକ ଜାତମୁଣ୍ଡିଆ ନିକଟରେ ଚଢ଼ାଉ ସମୟରେ ଜବତ ହୋଇଛି।
ବିନା ଫିଟ୍ନେସ ଓ କାଗଜପତ୍ରରେ ଚାଲିଥିଲା ସ୍କୁଲ ବସ୍।
ସ୍କୁଲ୍ ବସ୍କୁ ଜବତ କଲା ପରିବହନ ବିଭାଗ।