ରାଜ୍ୟପାଳ ଓ ବାଚସ୍ପତିଙ୍କୁ କଂଗ୍ରେସ ବିଧାୟକଗଣ ସାକ୍ଷାତ

Aug 23, 2026 - 09:22
 9
ରାଜ୍ୟପାଳ ଓ ବାଚସ୍ପତିଙ୍କୁ କଂଗ୍ରେସ ବିଧାୟକଗଣ ସାକ୍ଷାତ

ରାଜ୍ୟପାଳ ଓ ବାଚସ୍ପତିଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ବିଧାୟକ ତାରାପ୍ରସାଦ ବାହିନୀପତି, ଅପାଲା ସ୍ୱାମୀ କାଡରକା, ପ୍ରଫୁଲ୍ଲ କୁମାର ପ୍ରଧାନ, ଡ ରାଜନ ଏକ୍କା, ନୀଳମାଧବ ହିକକା, ସତ୍ୟଜିତ ଗୋମାଙ୍ଗ, ମଙ୍ଗୁ ଖିଲ, ପବିତ୍ର ସାଉଁତା ପ୍ରମୁଖ ବିଧାୟକଗଣ ସାକ୍ଷାତ କରିଥିଲେ