ସ୍ତ୍ରୀଙ୍କୁ ଘରକାମ ପାଇଁ ଆଦେଶ ଦେଇପାରିବେନି ସ୍ୱାମୀ, କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ଼ ରାୟ...

Aug 26, 2026 - 22:16
 16
ସ୍ତ୍ରୀଙ୍କୁ ଘରକାମ ପାଇଁ ଆଦେଶ ଦେଇପାରିବେନି ସ୍ୱାମୀ, କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ଼ ରାୟ...

ସ୍ତ୍ରୀଙ୍କୁ ଘରକାମ କରିବାକୁ ଆଦେଶ ଦେଇପାରିବେ ନାହିଁ ସ୍ବାମୀ, ଏପରି ଏକ ଗୁରୁତ୍ବପୂଣ୍ଣ ରାୟ ଶୁଣାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । 

ଜଷ୍ଟିସ୍ ଚିଲ୍ଲାକୁର ସୁମଲତା ଜଣେ ୩୬ ବର୍ଷୀୟ ବ୍ୟକ୍ତି ଯିଏ ବେଙ୍ଗାଲୁରୁରେ କୁଲି ଭାବରେ କାମ କରନ୍ତି ତାଙ୍କ ଦ୍ୱାରା ଦାଖଲ ହୋଇଥିବା ପୁନର୍ବିଚାର ଆବେଦନକୁ ଖାରଜ କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଘର କାମ ପାଇଁ

ସ୍ବାମୀଙ୍କ ଆଦେଶ ମନା |

ସ୍ୱାମୀଙ୍କ ସମେତ କେହି ବି କୌଣସି ମହିଳାଙ୍କୁ ଦେଇପାରିବେନି ଆଦେଶ |

ସ୍ତ୍ରୀକୁ ମଧ୍ୟ ଘରକାମ କରିବା ଓ ନିଜ ବାପା-ମା'ଙ୍କ ଯତ୍ନ ନେବା ପାଇଁ ଆଦେଶ ମନା |

କର୍ଣ୍ଣାଟକ ହାଇକୋର୍ଟ ଏପରି ମନ୍ତବ୍ୟ ଦେଇଛନ୍ତି

ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦାଖଲ ପୁନର୍ବିଚାର ଆବେଦନକୁ ଖାରଜ କରି ମନ୍ତବ୍ୟ ଦେଇଛନ୍ତି |

କୋର୍ଟ କହିଛନ୍ତି ଘରକାମ ପୁରୁଷ ଓ ମହିଳା ଉଭୟଙ୍କ ଦ୍ୱାରା ସମାନ ଭାବରେ ବଣ୍ଟାଯିବା ଉଚିତ |

ପିତାମାତାଙ୍କ ଯତ୍ନ ନେବା, ପୁଅ କିମ୍ବା ଝିଅଙ୍କର ପ୍ରାଥମିକ କର୍ତ୍ତବ୍ୟ

କିନ୍ତୁ ଜ୍ୱାଇଁ କିମ୍ବା ବୋହୂଙ୍କର ନୁହେଁ ବୋଲି କହିଛନ୍ତି କୋର୍ଟ |

ଶ୍ୱଶୁର ଘର ଲୋକଙ୍କ ଯତ୍ନ ନେବା ସ୍ୱେଚ୍ଛାକୃତ କାର୍ଯ୍ୟ ହେବା ଉଚିତ, ବାଧ୍ୟତାମୂଳକ ନୁହେଁ |

ଜଣେ ଭାରତୀୟ ମହିଳା ନିଜ ବାପଘରକୁ ଯିବା ପାଇଁ କାହିଁକି ଅନୁମତି ନେବା ଆବଶ୍ୟକ?

ଏକ ସାଧାରଣ ଇଚ୍ଛା ପୂରଣ କରିବାକୁ ଶ୍ୱଶୁର ଘର ଲୋକଙ୍କ ଅନୁମତି କାହିଁକ ଆବଶ୍ୟକ?

????ବିବାହ ଏକ ପବିତ୍ର ଏବଂ ସୁନ୍ଦର ବନ୍ଧନ ଯାହା ଦୁଇଟି ବ୍ୟକ୍ତିଙ୍କୁ ଏକାଠି ଆଣିଥାଏ...

????ବିବାହ ଅନ୍ୟ ପକ୍ଷର ସ୍ୱାଧୀନତା ଏବଂ ଇଚ୍ଛାକୁ ନିୟନ୍ତ୍ରଣ କରିବା, ଆଦେଶ ଦେବା...

ଶାସନ କରିବା କିମ୍ବା ଜୟ କରିବାର କୌଣସି ଲାଇସେନ୍ସ ନୁହେଁ