ଓଡିଶା ର ନାମ ପୁଣି ଆଉ ପାଦେ ଆଗରେ...

May 21, 2026 - 14:30
 13
ଓଡିଶା ର ନାମ ପୁଣି ଆଉ ପାଦେ ଆଗରେ...

ନରୱେ ମହାରାଜାଙ୍କୁ ତାରକସି ଭେଟି

ପୁଣି ବିଶ୍ୱ ଦରବାରରେ ଝଲସିଲା ଓଡ଼ିଶାର ସୂକ୍ଷ୍ମ କାରୁକାର୍ଯ୍ୟ

ଓଡ଼ିଶାର କଳା ଓ କାରିଗରୀକୁ ବିଶ୍ୱ ମଞ୍ଚରେ ଆଉ ଏକ ବଡ଼ ସମ୍ମାନ

ନରୱେ କିଙ୍ଗ୍‌ ହାରାଲ୍ଡ ଭି'ଙ୍କୁ ରୁପା ତାରକସି ସେଲ୍‌ବୋଟ ଭେଟି ଦେଲେ PM ମୋଦି

ନରୱେ ମହାରାଣୀ ସୋଞ୍ଜାଙ୍କୁ ତାଳପତ୍ର ପଟ୍ଟଚିତ୍ର ଭେଟିଦେଲେ ମୋଦି