ପନ୍ତ ଓହରିଲେ IPL ଅଧିନାୟକତ୍ବ...

May 30, 2026 - 09:01
 6
ପନ୍ତ ଓହରିଲେ IPL ଅଧିନାୟକତ୍ବ...

ଆଇପିଏଲ୍‌ରେ ଅଧିନାୟକ ପଦରୁ ଓହରିଲେ ରିଷଭ ପନ୍ତ

ନୈରାଶ୍ୟଜନକ ପ୍ରଦର୍ଶନ ପରେ ଅଧିନାୟକ ପଦ ଛାଡ଼ିଲେ ପନ୍ତ

ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟ୍

୧୪ ମ୍ୟାଚର ୧୩ ଇନିଂସରେ ମାତ୍ର ୩୧୨ ରନ ସ୍କୋର କରିଥିଲେ ପନ୍ତ

୨୦୨୫ ଅକ୍ସନରେ ଆଇପିଏଲ ଇତିହାସର ମହଙ୍ଗା ଖେଳାଳି ଥିଲେ ପନ୍ତ

୨୭ କୋଟି ଟଙ୍କାରେ ପନ୍ତଙ୍କୁ କିଣିଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟ୍