ନିର୍ବାଚନ ପାଇଁ Vote ଟିପ୍ସ

୧. ଭୋଟ ଦେବା ପାଇଁ ଏବେ ଠାରୁ ନିଜକୁ ପ୍ରସ୍ତୁତ ରଖନ୍ତୁ
2. ଭୋଟ କେନ୍ଦ୍ରକୁ ଶୀଘ୍ର ଯାଇ ଦେବାକୁ ଚିନ୍ତା କରନ୍ତୁ
3. ଭୋଟ କେନ୍ଦ୍ରକୁ ଗଲାବେଳେ ଭୋଟ କାର୍ଡ/ ଆଧାର କାର୍ଡ/ DL/ ରେଶନ କାର୍ଡ ଯେଉଁଥିରେ କି ନିଜ ନାମ ରହିଥିବ ତାକୁ ହିଁ କେବଳ ନିଅନ୍ତୁ
4. ଭୋଟ ନିଶ୍ଚିତ ଦିଅନ୍ତୁ
5. ଯଦି ମନୋନୀତ ବା ଉପଯୁକ୍ତ ପ୍ରାର୍ଥୀ ନ ଥିବାର ଅନୁଭବ କରନ୍ତି ତେବେ NOTA ରେ ଦବାନ୍ତୁ
6. କୌଣସି ପରିସ୍ଥିତିରେ ଏଣେ ତେଣେ ଭୋଟ ଦିଅନ୍ତୁ ନାହିଁ
7. ଧୈର୍ଯ୍ୟ ସହକାରେ ଅପେକ୍ଷା କରି ଭୋଟ ନିଶ୍ଚିତ ଦିଅନ୍ତୁ।