ପଶ୍ଚିମ ବଙ୍ଗରେ ହିଁ ପ୍ରଥମେ 'ବିଜେପି' ଭାରତୀୟ ଜନସଙ୍ଘ ନାମରେ ଗଠିତ ହୋଇଥିଲା

May 6, 2026 - 18:58
 3
ପଶ୍ଚିମ ବଙ୍ଗରେ ହିଁ ପ୍ରଥମେ 'ବିଜେପି' ଭାରତୀୟ ଜନସଙ୍ଘ ନାମରେ ଗଠିତ ହୋଇଥିଲା

ପଶ୍ଚିମ ବଙ୍ଗରେ ହିଁ ପ୍ରଥମେ 'ବିଜେପି' ଭାରତୀୟ ଜନସଙ୍ଘ ନାମରେ ଗଠିତ ହୋଇଥିଲା 

ସ୍ୱର୍ଗତ ଶ୍ୟାମା ପ୍ରସାଦ ମୁଖାର୍ଜୀଏହି ସଂଗଠନ ପ୍ରତିଷ୍ଠା କରିଥିଲେ |

ସେ ତାଙ୍କ ଜୀବନ କାଳ ମଧରେ ସଂଗଠନ ପାଈଁ ପଶ୍ଚିମ ବଙ୍ଗରେ ଆଖିଦୃଷ୍ଟିଆ କିଛି ବି କରି ପାରି ନ ଥିଲେ |

ଆଉ ଆଜି ଦୀର୍ଘ ବର୍ଷର ବ୍ୟବଧାନରେ ବିଜେପି ସେହି ପଶ୍ଚିମବଙ୍ଗରେ ସରକାର ଗଢିବାକୁ ସମର୍ଥ ହୋଇ ପାରିଛି |

ଏହା ତାଙ୍କ ବଳିଦାନର ଏକ ଶ୍ରେଷ୍ଠ ଆଶୀର୍ବାଦ |

ତାଙ୍କର ଅମର ଆତ୍ମା ଆଜି ହୁଏତ ଶାନ୍ତିଲାଭ କରୁଥିବ |