ମୋନ୍ଥା ରୁ ସୃଷ୍ଟି ନୂତନ 136 ଶିଶୁ...
ବାତ୍ୟା 'ମୋନ୍ଥା' ବେଳେ କୋରାପୁଟ ଜିଲ୍ଲାରେ ୧୩୬ ପ୍ରସୂତୀଙ୍କ ପ୍ରସବ
ଜନ୍ମ ହୋଇଥିବା ୧୩୬ ଶିଶୁଙ୍କ ମଧ୍ୟରୁ ୬୭ ପୁଅ ଓ ୬୯ ଝିଅ
ସମସ୍ତ ନବଜାତ ଶିଶୁ ଓ ମା’ ସୁସ୍ଥ ଅଛନ୍ତି
ଏହା ଏକ ବିରଳ ଘଟଣା ଯେଉଁଥିରେ ସମାନ ସଂଖ୍ୟକ ପୁଅ ଓ ଝିଅ ରହିଛନ୍ତି
ପ୍ରସୂତି ବିଭାଗ ଙ୍କର ଉଦ୍ୟମ ଭଲ ସଫଳତା ଆଣିପାରିଛି - CDMO