ଶ୍ରୀ ନବ ଦାସ ଏବଂ ଶ୍ରୀ ପ୍ରଶାନ୍ତ ମହାପାତ୍ର ମେମୋରିଆଲ ଟି 20 ଫାଇନାଲ ରେ ବାପୁଜୀ କ୍ଲବ ବିଜୟ

Feb 4, 2026 - 16:41
Feb 4, 2026 - 16:42
 8
ଶ୍ରୀ ନବ ଦାସ ଏବଂ ଶ୍ରୀ ପ୍ରଶାନ୍ତ ମହାପାତ୍ର ମେମୋରିଆଲ ଟି 20 ଫାଇନାଲ ରେ ବାପୁଜୀ କ୍ଲବ  ବିଜୟ

ଶ୍ରୀ ନବ ଦାସ ଏବଂ ଶ୍ରୀ ପ୍ରଶାନ୍ତ ମହାପାତ୍ର ମେମୋରିଆଲ ଟି 20 ଫାଇନାଲ ମ୍ୟାଚ ବିଜେପି କଲେଜ ପଡିଆ ରେ ଅନୁଷ୍ଠିତ ହୋଇଯାଇଛି..

ଏହି ମ୍ୟାଚ ଟି ରାମେଶ୍ୱର ସ୍ପୋର୍ଟିଂ ଏବଂ ବାପୁଜୀ କ୍ଲବ ମଧ୍ୟ ରେ ହୋଇଥିଲା. ବାପୁଜୀ କ୍ଲବ ଏହି ମ୍ୟାଚ ଟିକୁ ଜିତି ଚମ୍ପିୟାନ ହୋଇଛି.