ମହିଳା ଏସିଆ କପ୍ ୨୦୨୬ରେ ଚମତ୍କାର ବିଜୟ...
ଏହି ବିଜୟ ପାଇଁ ଭାରତୀୟ ମହିଳା କ୍ରିକେଟ୍ ଦଳକୁ ହୃଦୟଭରା ଅଭିନନ୍ଦନ ଜଣାଇଛନ୍ତି ମୋହନ ଚରଣ ମାଝୀ |
ଏହା ହେଉଛି 'ନାରୀ ଶକ୍ତି'ର ସର୍ବୋଚ୍ଚ ଉଡ଼ାଣ—ଅତ୍ୟନ୍ତ ଚମତ୍କାର, ଦୃଢ଼ ଏବଂ ଅପରାଜେୟ।
ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଏକ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ।
ଅଭିନନ୍ଦନ ଟିମ୍ ଇଣ୍ଡିଆ, ଏବଂ ସଫଳତାର ନୂଆ ଶିଖର ଛୁଇଁବା ଜାରି ରଖନ୍ତୁ।