ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ଆଜି ଅଗଷ୍ଟ ମାସ ୨୬ ତାରିଖ ୨୦୨୬ ମସିହା (ବୁଧବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୩*
*ସମ୍ବତ୍ସର- ରୌଦ୍ର*
*ଶ୍ରାବଣମାସ- ଶୁକ୍ଳପକ୍ଷ*
*ତିଥି- ତ୍ରୟୋଦଶୀ ଦିବା ଘ୦୭/୫୮ ଗତେ ଚତୁର୍ଦ୍ଦଶୀ*
*ନକ୍ଷତ୍ର- ଶ୍ରବଣ। ରାତ୍ରି ଘ୦୧/୩୦ ଗତେ ଧନିଷ୍ଟା*
*ଚନ୍ଦ୍ର- ମକର*
*ଯୋଗ- ସୌଭାଗ୍ୟ*
*କରଣ - ତୈତିଳ*
*ସୌରମାସ- ସିଂହ ୧୦ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୩୩/୫୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/୦୨
*ଯୋଗିନୀ ଦକ୍ଷିଣେ ଦିବା ଘ୦୭/୫୮ ଗତେ ପଶ୍ଚିମେ*
*ସିଂହ ରାଶିର ଘାତଚନ୍ଦ୍ର*
*କର୍କଟ ରାଶିର ଘାତବାର*
*ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
କାଳବେଳା-ଦିବା ଘ୦୮/୪୦ ଗତେ ଘ୧୦/୧୬ ମଧ୍ୟେ
ବାରବେଳା- ଦିବା ଘ୧୧/୪୯ ଗତେ ଘ୦୧/୨୫ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୯ ମଧ୍ୟେ ଓ ରାତ୍ରି ଘ୦୬/୫୩ ଗତେ ଘ୦୯/୧୭ ମଧ୍ୟେ ଓ ଘ୦୨/ ଗତେ