ଆଜିର ଦିନ ଚର୍ଚ୍ଚା

Sep 2, 2026 - 08:19
 5

ଆଜିର ଦିନ ଚର୍ଚ୍ଚା 

ଆଜି ସେପ୍ଟେମ୍ବର ମାସ ୦୨ ତାରିଖ ୨୦୨୬ ମସିହା (ବୁଧବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୩*

*ସମ୍ବତ୍ସର- ରୌଦ୍ର*

*ଭାଦ୍ରବମାସ- କୁଷ୍ଣପକ୍ଷ*

*ତିଥି- ପଞ୍ଚମୀ ପ୍ରାତଃ ଘ୦୬/୧୨ ଗତେ ଷଷ୍ଠୀ*

*ନକ୍ଷତ୍ର- ଦ୍ୱିଜା ଦିବା ଘ୦୨/୨୮ ଗତେ କୃତ୍ତିକା*

*ଚନ୍ଦ୍ର- ମେଷ*

*ଯୋଗ- ଧ୍ରୁବ*

*କରଣ - ତୈତିଳ*

*ସୌରମାସ- ସିଂହ ୧୭ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୫/୩୫/୧୯

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୯/୦୫

*ଯୋଗିନୀ ଦକ୍ଷିଣେ ପ୍ରାତଃ ଘ୦୬/୧୨ ଗତେ ପଶ୍ଚିମେ*

*ମେଷ ରାଶିର ଘାତଚନ୍ଦ୍ର*

*କର୍କଟ ରାଶିର ଘାତବାର*

*ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

କାଳବେଳା-ଦିବା ଘ୦୮/୪୦ ଗତେ ଘ୧୦/୧୫ ମଧ୍ୟେ

ବାରବେଳା- ଦିବା ଘ୧୧/୪୮ ଗତେ ଘ୦୧/୨୨ ମଧ୍ୟେ*

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୦ ମଧ୍ୟେ ଓ ଘ୦୧/୨୧ ଗତେ ଘ୦୧/୩୬ ମଧ୍ୟେ ଓ ରାତ୍ରି ଘ୦୬/୪୯ ଗତେ ଘ୦୯/୧୦ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୦୧ ଗତେ ଘ୦୫/୩୬ ମଧ୍ୟେ ଓ ରାତ୍ରି ଘ୦୯/୧୧ ଗତେ ଘ୧୦/୪୭ ମଧ୍ୟେ

ଅଦ୍ୟ ତାଳ ଭକ୍ଷଣ ନିଷେଧ