ଆଜିର ଦିନ ଚର୍ଚ୍ଚା

Sep 6, 2026 - 07:01
 5

 ଆଜିର ଦିନ ଚର୍ଚ୍ଚା 

ଆଜି ସେପ୍ଟେମ୍ବର ମାସ ୦୬ ତାରିଖ ୨୦୨୬ ମସିହା (ରବିବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୩*

*ସମ୍ବତ୍ସର- ରୌଦ୍ର*

*ଭାଦ୍ରବମାସ- କୁଷ୍ଣପକ୍ଷ*

*ତିଥି- ଦଶମୀ ରାତ୍ରି ଘ୦୭/୫୮ ଗତେ ଏକାଦଶୀ*

*ନକ୍ଷତ୍ର- ଆର୍ଦ୍ରା ରାତ୍ରି ଘ୦୮/୫୭ ଗତେ ପୁନର୍ବସୁ*

*ଚନ୍ଦ୍ର- ମିଥୁନ*

*ଯୋଗ- ଅସୃକ୍*

*କରଣ - ବାଣିଜ୍ୟ*

*ସୌରମାସ- ସିଂହ ୨୧ ଦିନ*

????ସୂର୍ୟୋଦୟ- ପ୍ରାତଃ ଘ୦୫/୩୫/୫୯

????ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୦୦

*ଯୋଗିନୀ ଉତ୍ତରେ ରାତ୍ରି ଘ୦୭/୫୮ ଗତେ ଅଗ୍ନି କୋଣେ*

*କନ୍ୟା ରାଶିର ଘାତଚନ୍ଦ୍ର*

*ମେଷ ରାଶିର ଘାତବାର*

*ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

କାଳବେଳା ଓ ବାରବେଳା- ଦିବା ଘ୧୦/୧୫ ଗତେ ଘ୦୧/୨୩ ମଧ୍ୟେ

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୨୫ଗତେ ଘ୦୯/୩୬ ମଧ୍ୟେ ଓ ରାତ୍ରି ଘ୦୭/୩୨ ଗତେ ଘ୦୯/୧୦ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୨୪ ମଧ୍ୟେ ରାତ୍ରି ଘ୦୬/୪୧ ଗତେ ଘ୦୭/୩୦ମଧ୍ୟେ

 

ଅଦ୍ୟ କଳମଶାଗ ରାତ୍ରି ଘ୦୭/୫୮ ଗତେ ଶିମ୍ବ ଭକ୍ଷଣ ନିଷେଧ