ଆଜିର ଦିନ ଚର୍ଚ୍ଚା

Aug 9, 2026 - 07:56
 4

ଆଜିର ଦିନ ଚର୍ଚ୍ଚା 

ଅଦ୍ୟ ଅଗଷ୍ଟ ମାସ ୦୯ ତାରିଖ ୨୦୨୬ ମସିହା (ରବିବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୩*

*ସମ୍ବତ୍ସର- ରୌଦ୍ର*

ଶ୍ରାବଣମାସ- କୃଷ୍ଣପକ୍ଷ

ତିଥି- ଏକାଦଶୀ ଦିବା ଘ୧୧/୩୮ ଗତେ ଦ୍ୱାଦଶୀ

ନକ୍ଷତ୍ର- ମୃଗଶିରା ଦିବା ଘ୦୩/୫୨ ଗତେ ଆର୍ଦ୍ରା

ଚନ୍ଦ୍ର- ମିଥୁ

ଯୋଗ- ବ୍ୟାଘାତ

କରଣ - ବ।ଳବ

ସୌରମାସ- କର୍କଟ ୨୪ ଦିନ

ସୂର୍ୟୋଦୟ- ପ୍ରାତଃ ଘ୦୫/୨୭/୪୨

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୩୩

ଯୋଗିନୀ ଅଗ୍ନିକୋଣେ ଦିବା ଘ୧୧/୩୮ ଗତେ ନୈରୁତେ

କନ୍ୟା ରାଶିର ଘାତଚନ୍ଦ୍ର

ମେଷ ରାଶିର ଘାତବାର

ଏକାଦଶୀ ଏକୋଦିଷ୍ଟ ଓ ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

ମୃତେ ଏକପାଦ ଓ ଦିବା ଘ୧୧/୩୮ ଗତେ ଦ୍ୱିପାଦ ପୁଷ୍କର ଦୋଷ

କାଳବେଳା ଓ ବାରବେଳା- ଦିବା ଘ୧୦/୧୫ ଗତେ ଘ୦୧/୩୦ ମଧ୍ୟେ 

ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୬/୧୭ ଗତେ ଘ୦୯/୨୯ ମଧ୍ୟେ ଓ ରାତ୍ରି ଘ୦୭/୫୫ ଗତେ ଘ୦୮/୨୯ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୧୩ ମଧ୍ୟେ ଓ ରାତ୍ରି ଘ୦୭/୦୫ ଗତେ ଘ୦୭/୫୪ ମଧ୍ୟେ

ଅଦ୍ୟ ଶିମ୍ବ ଭକ୍ଷଣ ନିଷେଧ