ଆଜିର ଦିନ ଚର୍ଚ୍ଚା

Sep 7, 2026 - 07:54
 3

ଆଜିର ଦିନ ଚର୍ଚ୍ଚା 

ଆଜି ସେପ୍ଟେମ୍ବର ମାସ ୦୭ ତାରିଖ ୨୦୨୬ ମସିହା (ସୋମବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୩*

*ସମ୍ବତ୍ସର- ରୌଦ୍ର*

*ଭାଦ୍ରବମାସ- କୁଷ୍ଣପକ୍ଷ*

*ତିଥି- ଏକାଦଶୀ ଦିବା ଘ୦୫/୩୧ ଗତେ ଦ୍ୱାଦଶୀ*

*ନକ୍ଷତ୍ର- ପୁନର୍ବସୁ ରାତ୍ରି ଘ୦୭/୧୭ ଗତେ ପୁଷ୍ୟା*

*ଚନ୍ଦ୍ର- ମିଥୁନ ଦିବା ଘ୦୧/୪୪ ଗତେ କର୍କଟ*

*ଯୋଗ- ବ୍ୟତିପ।ତ*

*କରଣ - ବବ*

*ସୌରମାସ- ସିଂହ ୨୨ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୫/୩୬/୨୯

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୫୦

*ଯୋଗିନୀ ଅଗ୍ନିକୋଣେ ଦିବା ଘ୦୫/୩୧ ଗତେ ନୈରୁତକୋଣେ*

*କନ୍ୟା ରାଶିର ଘାତଚନ୍ଦ୍ର*

*ମିଥୁନ ରାଶିର ଘାତବାର*

*ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

କାଳବେଳା-ଦିବା ଘ୦୭/୦୫ ଗତେ ଘ୦୮/୪୦ମଧ୍ୟେ

ବାରବେଳା- ଦିବା ଘ୦୨/୫୦ ଗତେ ଘ୦୪/୨୩ ମଧ୍ୟେ

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୪ ମଧ୍ୟେ ଓ ଘ୧୦/୨୫ ଗତେ ଘ୧୨/୪୯ମଧ୍ୟେ ଓ ରାତ୍ରି ଘ୦୬/୪୧ ଗତେ ଘ୦୯/୦୨ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୨୪ ଗତେ ଘ୦୪/୫୦ମଧ୍ୟେ

ଆଜି ଶିମ୍ବ ଦିବା ଘ୦୫/୩୧ ଗତେ ପୋଇ ଭକ୍ଷଣ ନିଷେଧ