ଆଜିର ଦିନ ଚର୍ଚ୍ଚା

Aug 19, 2026 - 08:13
 3

ଆଜିର ଦିନ ଚର୍ଚ୍ଚା 

ଆଜି ଅଗଷ୍ଟ ମାସ ୧୯ ତାରିଖ ୨୦୨୬ ମସିହା (ବୁଧବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୩*

*ସମ୍ବତ୍ସର- ରୌଦ୍ର*

*ଶ୍ରାବଣମାସ- ଶୁକ୍ଳପକ୍ଷ*

*ତିଥି- ସପ୍ତମୀ ସନ୍ଧ୍ୟା ଘ୦୬/୩୫ ଗତେ ଅଷ୍ଟମୀ*

*ନକ୍ଷତ୍ର- ସ୍ୱାତୀ ଦିବା ଘ୦୬/୪୯ ଗତେ ବିଶାଖା*

*ଚନ୍ଦ୍ର- ତୁଳା ରାତ୍ରି ଘ୦୨/୪୦ ଗତେ ବିଛା*

*ଯୋଗ- ବ୍ରହ୍ମ*

*କରଣ - ଗର*

*ସୌରମାସ- ସିଂହ ୦୩ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୫/୩୧/୪୮

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୦/୩୨

*ଯୋଗିନୀ ବାୟବ୍ୟେ ସନ୍ଧ୍ୟା ଘ୦୬/୩୬ ଗତେ ଐଶ।ନ୍ୟେ*

*କର୍କଟ ରାଶିର ଘାତବାର*

*ମୃତେ ଦିବା ଘ୦୬/୪୦ ଗତେ ଦ୍ୱିପାଦ ଓ ସନ୍ଧ୍ୟା ଘ୦୬/୩୫ ଗତେ ଏକପାଦ ପୁଷ୍କର ଦୋଷ*

*ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

କାଳବେଳା-ଦିବା ଘ୦୮/୪୦ ଗତେ ଘ୧୦/୧୭ ମଧ୍ୟେ 

ବାରବେଳା- ଦିବା ଘ୧୧/୫୦ ଗତେ ଘ୦୧/୨୭ ମଧ୍ୟେ

 

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୭ ମଧ୍ୟେ ଓ ରାତ୍ରି ଘ୦୬/୫୯ ଗତେ ଘ୦୯/୨୩ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୩/୫୫ ଗତେ ଘ୦୫/୩୦ ମଧ୍ୟେ ରାତ୍ରି ଘ୦୯/୨୬ ଗତେ ଘ୧୦/୫୮ ମଧ୍ୟେ

ଅଦ୍ୟ ତାଳ ସନ୍ଧ୍ୟା ଘ୦୬/୩୬ ଗତେ ନଡ଼ିଆ ଭକ୍ଷଣ ନିଷେଧ*