ବରିଷ୍ଠ IPS ସ୍ତରରେ ହେଲା ପରିବର୍ତ୍ତନ...
ବରିଷ୍ଠ IPS ସ୍ତରରେ ଅଦଳ ବଦଳ କଲେ ସରକାର
ସତ୍ୟବ୍ରତ ଭୋଇ ହେଲେ ଗୁଇନ୍ଦା ବିଭାଗ ଆଇଜି
ହିମାଂଶୁ ଲାଲ IG ଇଓଡବ୍ଲ୍ୟୁ ଓ ଏସ୍ଟିଏଫ୍
ଜୟନାରାୟଣ ପଙ୍କଜ ଆଇଜି ଦକ୍ଷିଣାଞ୍ଚଳ
ନୀତି ଶେଖର ଆଇଜି ପ୍ରୋଭିଜନିଂ
ଆଶିଷ କୁମାର ସିଂ ତାଳଚେର ରେଞ୍ଜ୍ ଡିଆଇଜି ଓ ପିଟିସି ଅନୁଗୁଳ ପ୍ରିନ୍ସପାଲ