ଆଜିଠୁ କାଳବୈଶାଖୀ ବର୍ଷା!!

ଆଜିଠୁ କାଳବୈଶାଖୀ ବର୍ଷା!! ଉପର ଏବଂ ନିମ୍ନ ବାୟୁମଣ୍ଡଳରେ ବାୟୁ ପ୍ରବାହରେ ତାରତମ୍ୟ ଯୋଗୁଁ ଆଜି ଦକ୍ଷିଣ ଓଡିଶା ର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, ନୂଆପଡା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି ସହିତ ନୟାଗଡ଼, ଯାଜପୁର,ଭଦ୍ରକ, ଖୋର୍ଦ୍ଧା, ଭଦ୍ରକ,ବାଲେଶ୍ଵର,କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ସମ୍ଭାବନା l ରିପୋର୍ଟ ରଶ୍ମିରଂଜନ ମିଶ୍ର AV News 24

ଆଜିଠୁ କାଳବୈଶାଖୀ ବର୍ଷା!!