ଆଜିର ଦିନ ଚର୍ଚ୍ଚା

Nov 2, 2026 - 08:36
 3

ଆଜି ନଭେମ୍ବର ମାସ ୦୨ ତାରିଖ ୨୦୨୬ ମସିହା (ସୋମବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୪*

*ସମ୍ବତ୍ସର- ରୌଦ୍ର*

*କାର୍ତ୍ତିକମାସ- କୃଷ୍ଣପକ୍ଷ*

*ତିଥି- ଅଷ୍ଟମୀ ଦିବା ଘ୦୧/୪୦ ଗତେ ନବମୀ*

*ନକ୍ଷତ୍ର- ଅଶ୍ଳେଷା ରାତ୍ରି ଘ୦୪/୫୦ ଗତେ ମଘା*

*ଚନ୍ଦ୍ର- କର୍କଟ ରାତ୍ରି ଘ୦୪/୫୦ ଗତେ ସିଂହ*

*ଯୋଗ- ଶୁଭ*

*କରଣ - କୌଳବ*

*ସୌରମାସ- ତୁଳା ୧୭ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୫/୫୨/୫୯

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୦/୧୬

*ଯୋଗିନୀ ଐଶ।ନ୍ୟେ ଦିବା ଘ୦୧/୪୧ ଗତେ ପୂର୍ବେ*

*ମିଥୁନ ରାଶିର ର ଘାତବାର*

*କର୍କଟ ଓ ମକର ରାଶିର ଘାତ ଚନ୍ଦ୍ର*

*ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ନବମୀ ର ପାର୍ବଣ ଶ୍ରାଦ୍ଧ*

କାଳବେଳା -ଦିବା ଘ୦୭/୧୫ ଗତେ ଘ୦୮/୪୧ ମଧ୍ୟେ

ବାରବେଳା- ଦିବା ଘ୦୨/୨୦ ଗତେ ଘ୦୩/୪୫ ମଧ୍ୟେ 

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୪ ମଧ୍ୟେ ଓ ଘ୦୯/୦୬ ଗତେ ଘ୧୧/୨୮ ମଧ୍ୟେ ଓ ରାତ୍ରି ଘ୦୭/୪୦ ଗତେ ଘ୧୦/୫୩ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି

ଆଜି ନଡ଼ିଆ ଦିବା ଘ୦୧/୪୧ ଗତେ ଲାଉ ଭକ୍ଷଣ ନିଷେଧ