ଆଜିର ଦିନ ଚର୍ଚ୍ଚା
ଆଜି ଅକ୍ଟୋବର ମାସ ୨୬ ତାରିଖ ୨୦୨୬ ମସିହା (ସୋମବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୪*
*ସମ୍ବତ୍ସର- ରୌଦ୍ର*
*ଆଶ୍ୱିନମାସ- ଶୁକ୍ଳପକ୍ଷ*
*ତିଥି- ପୂର୍ଣ୍ଣିମା ଦିବା ଘ୦୯/୪୩ ଗତେ ପ୍ରତିପଦ*
*ନକ୍ଷତ୍ର- ଅଶ୍ୱିନୀ ସନ୍ଧ୍ୟା ଘ୦୬/୨୪ ଗତେ ଦ୍ୱିଜା*
*ଚନ୍ଦ୍ର-ମେଷ*
*ଯୋଗ- ବଜ୍ର*
*କରଣ - ବବ*
*ସୌରମାସ- ତୁଳା ୧୦ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୫୦/୦୨
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୪/୧୪
*ଯୋଗିନୀ ବାୟବ୍ୟେ ଦିବା ଘ୦୯/୪୩ ଗତେ ପୂର୍ବେ*
*ମେଷ ରାଶିର ଘାତଚନ୍ଦ୍ର*
*ମିଥୁନ ରାଶିର ର ଘାତବାର*
*ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
????କାଳବେଳା-ଦିବା ଘ୦୭/୧୫ ଗତେ ଘ୦୮/୪୩ ମଧ୍ୟ
????ବାରବେଳା - ଦିବା ଘ୦୨/୨୦ ଗତେ ଘ୦୩/୪୭ ମଧ୍ୟେ
????ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୪ ମଧ୍ୟେ ଓ ଘ୦୯/୦୦ ଗତେ ଘ୧୧/୨୬ ମଧ୍ୟେ ଓ ରାତ୍ରି ଘ୦୭/୩୮ ଗତେ ଘ୧୦/୫୦ ମଧ୍ୟେ
????ବିଶୁଦ୍ଧ ମାହେନ୍ଦ୍ର ବେଳ।-
ନ।ସ୍ତି
ଆଜି ଆମିଷ ଦିବା ଘ୦୯/୪୩ ଗତେ ପାଣିକଖାରୁ ଭକ୍ଷଣ ନିଷେଧ