ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ଆଜି ଅଗଷ୍ଟ ମାସ ୧୮ ତାରିଖ ୨୦୨୬ ମସିହା (ମଙ୍ଗଳବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୩*
*ସମ୍ବତ୍ସର- ରୌଦ୍ର*
*ଶ୍ରାବଣମାସ- ଶୁକ୍ଳପକ୍ଷ*
*ତିଥି- ଷଷ୍ଠୀ ଦିବା ଘ୦୫/୦୩ ଗତେ ସପ୍ତମୀ*
*ନକ୍ଷତ୍ର- ସ୍ୱାତୀ*
*ଚନ୍ଦ୍ର- ତୁଳା*
*ଯୋଗ- ଶୁକ୍ଲ*
*କରଣ - ତୈତିଳ*
*ସୌରମାସ- ସିଂହ ୦୨ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୩୧/୪୨
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୧/୦୬
ଯୋଗିନୀ ପଶ୍ଚିମେ ଦିବା ଘ୦୫/୦୩ ଗତେ ଐଶ।ନ୍ୟେ
ମକର ରାଶିର ଘାତବାର
ମୃତେ ଏକ ପାଦ ଓ ଦିବା ଘ୦୫/୦୩ ଗତେ ଦ୍ୱିପାଦ ପୁଷ୍କର ଦୋଷ
ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କାଳବେଳା-ଦିବା ଘ୦୧/୨୪ ଗତେ ଘ୦୩/୦୦ ମଧ୍ୟେ
ବାରବେଳା- ଦିବା ଘ୦୭/୦୩ ଗତେ ଘ୦୮/୪୦ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୪୧ ମଧ୍ୟେ ଘ୧୦/୧୯ ମଧ୍ୟେ ଓ ଘ୧୨/୪୦ ଗତେ ଘ୦୧/୨୩ ମଧ୍ୟେ ରାତ୍ରି ଘ୦୬/୫୮ ଗତେ ଘ୦୯/୨୧ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।-
ନ।ସ୍ତି
ଅଦ୍ୟ ନିମ୍ବ ଦିବା ଘ୦୫/୦୩ ଗତେ ତାଳ ଭକ୍ଷଣ ନିଷେଧ