ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ଆଜି ସେପ୍ଟେମ୍ବର ମାସ ୦୧ ତାରିଖ ୨୦୨୬ ମସିହା (ମଙ୍ଗଳବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୩*
*ସମ୍ବତ୍ସର- ରୌଦ୍ର*
*ଭାଦ୍ରବମାସ- କୁଷ୍ଣପକ୍ଷ*
*ତିଥି- ଚତୁର୍ଥୀ ଦିବା ଘ୦୭/୩୬ ଗତେ ପଞ୍ଚମୀ*
*ନକ୍ଷତ୍ର- ଅଶ୍ୱିନୀ ରାତ୍ରି ଘ୦୩/୧୯ ଗତେ ଦ୍ୱିଜା*
*ଚନ୍ଦ୍ର- ମେଷ*
*ଯୋଗ- ବୃଦ୍ଧି*
*କରଣ - ବ।ଳବ*
*ସୌରମାସ- ସିଂହ ୧୬ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୩୫/୦୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୮/୫
*ଯୋଗିନୀ ନୈରୁତେ ଦିବା ଘ୦୭/୩୬ଗତେ ଦକ୍ଷିଣେ*
*ମେଷ ରାଶିର ଘାତଚନ୍ଦ୍ର*
*ମକର ରାଶିର ଘାତବାର*
*ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
କାଳବେଳା-ଦିବା ଘ୦୧/୨୦ ଗତେ ଘ୦୨/୫୫ ମଧ୍ୟେ
ବାରବେଳା- ଦିବା ଘ୦୦୭/୦୮ ଗତେ ଘ୦୮/୪୫ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୪୬ ଗତେ ଘ୧୦/୨୩ ମଧ୍ୟେ ଓ ଘ୧୨/୪୫ ଗତେ ଘ୦୧/୧୯ ମଧ୍ୟେ ଓ ରାତ୍ରି ଘ୦୬/୪୮ ଗତେ ଘ୦୯/୧୦ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।-
ନ।ସ୍ତି
ଅଦ୍ୟ ବେଲ ଭକ୍ଷଣ ନିଷେଧ