ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ଆଜି ଅଗଷ୍ଟ ମାସ ୨୨ ତାରିଖ ୨୦୨୬ ମସିହା (ଶନିବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୩*
*ସମ୍ବତ୍ସର- ରୌଦ୍ର*
*ଶ୍ରାବଣମାସ- ଶୁକ୍ଳପକ୍ଷ*
*ତିଥି- ଦଶମୀ ରାତ୍ରି ଘ୦୧/୪୫ ଗତେ ଏକାଦଶୀ*
*ନକ୍ଷତ୍ର- ଜ୍ୟେଷ୍ଠା ଦିବା ଘ୦୩/୧୭ ଗତେ ମୂଳା*
*ଚନ୍ଦ୍ର- ବିଛା ଦିବା ଘ୦୩/୧୭ ଗତେ ଧନୁ*
*ଯୋଗ- ବୈଧୃତି*
*କରଣ - ତୈତିଳ*
*ସୌରମାସ- ସିଂହ ୦୬ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୩୨/୧୪
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୮/୩୨
*ଯୋଗିନୀ ଉତ୍ତରେ ରାତ୍ରି ଘ୦୧/୪୫ ଗତେ ଅଗ୍ନିକୋଣେ*
*ବୃଷ,ସିଂହ ଓ କନ୍ୟା ରାଶିର ଘାତବାର*
*ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
*ମୃତେ ଏକ ପାଦ ପୁଷ୍କର ଦୋଷ*
କାଳବେଳା-ଦିବା ଘ୦୭/୦୭ ମଧ୍ୟେ ଓ ଦିବା ଘ୦୪/୩୦ ଗତେ ଘ୦୬/୦୬ ମଧ୍ୟେ
ବାରବେଳା- ଦିବା ଘ୦୧/୨୦ ଗତେ ଘ୦୨/୫୯ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୯/୩୫ ଗତେ ଘ୧୨/୪୪ ମଧ୍ୟେ ଓ ରାତ୍ରି ଘ୦୮/୩୨ ଗତେ ଘ୧୦/୫୬ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।-
ନ।ସ୍ତି
ଅଦ୍ୟ କଳମଶାଗ ଭକ୍ଷଣ ନିଷେଧ