ଆଜିର ଦିନ ଚର୍ଚ୍ଚା

Aug 29, 2026 - 07:59
 5

ଆଜିର ଦିନ ଚର୍ଚ୍ଚା 

ଆଜି ଅଗଷ୍ଟ ମାସ ୨୯ ତାରିଖ ୨୦୨୬ ମସିହା (ଶନିବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୩*

*ସମ୍ବତ୍ସର- ରୌଦ୍ର*

*ଭାଦ୍ରବମାସ- କୁଷ୍ଣପକ୍ଷ*

*ତିଥି- ପ୍ରତିପଦ ଦିବା ଘ୦୯/୫୦ ଗତେ ଦ୍ୱିତୀୟା*

*ନକ୍ଷତ୍ର- ପୂର୍ବଭାଦ୍ର ରାତ୍ରି ଘ୦୪/୧୫ ଗତେ ଉତ୍ତରଭାଦ୍ର*

*ଚନ୍ଦ୍ର-କୁମ୍ଭ ରାତ୍ରି ଘ୧୦/୦୯ ଗତେ ମୀନ*

*ଯୋଗ- ସୁକର୍ମା*

*କରଣ - କୌଳବ*

*ସୌରମାସ- ସିଂହ ୧୩ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୫/୩୪/୩୨

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୨/୧୨

*ଯୋଗିନୀ ପୂର୍ବେ ଦିବା ଘ୦୯/୫୦ ଗତେ ଉତ୍ତରେ*

*ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର*

*ବୃଷ,ସିଂହ ଓ କନ୍ୟା ରାଶିର ଘାତବାର*

*ଦ୍ୱିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

କାଳବେଳା-ଦିବା ଘ୦୭/୦୮ ମଧ୍ୟେ ଓ ଘ୦୪/୨୭ ଗତେ ଘ୦୬/୦୩ମଧ୍ୟେ

ବାରବେଳା- ଦିବା ଘ୦୧/୨୦ ଗତେ ଘ୦୨/୫୫ ମଧ୍ୟେ 

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୯/୩୩ଗତେ ଘ୧୨/୪୫ ମଧ୍ୟେ ଓ ରାତ୍ରି ଘ୦୬/୫୦ ଗତେ ଘ୦୯/୧୦ ମଧ୍ୟେ ଓ ଘ୧୧/୩୫ ଗତେ ଘ୦୨/୪୬ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୩/୧୦ ଗତେ ଘ୦୭/୨୬ ମଧ୍ୟେ

ଅଦ୍ୟ ବୋଇତିକଖାରୁ ଭକ୍ଷଣ ନିଷେଧ