ଆଜିର ଦିନ ଚର୍ଚ୍ଚା

Aug 14, 2026 - 07:56
 5

ଆଜିର ଦିନ ଚର୍ଚ୍ଚା 

ଅଦ୍ୟ ଅଗଷ୍ଟ ମାସ ୧୪ ତାରିଖ ୨୦୨୬ ମସିହା (ଶୁକ୍ରବାର)

ଶକାବ୍ଦ -୧୯୪୮

ସମ୍ବତ୍ -୨୦୮୩

ଦିଲ୍ଲୀଶ୍ବରାବ୍ଦ -୧୪୩୩

ସମ୍ବତ୍ସର- ରୌଦ୍ର

ଶ୍ରାବଣମାସ- ଶୁକ୍ଳପକ୍ଷ

ତିଥି- ଦ୍ୱିତୀୟା ସନ୍ଧ୍ୟା ଘ୦୬/୨୮ ଗତେ ତୃତୀୟା

ନକ୍ଷତ୍ର- ପୂର୍ବା ଫା ରାତ୍ରି ଘ୦୪/୦୦ ଗତେ ଉତ୍ତରା ଫା

ଚନ୍ଦ୍ର- ସିଂହ

ଯୋଗ- ପରିଘ

କରଣ - ବ।ଳବ

ସୌରମାସ- କର୍କଟ ୨୯ ଦିନ

ସୂର୍ୟୋଦୟ- ପ୍ରାତଃ ଘ୦୫/୩୦/୨୮

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୩/୧୩

ଯୋଗିନୀ ଉତ୍ତରେ ସନ୍ଧ୍ୟା ଘ୦୬/୨୮ଗତେ ଅଗ୍ନିକୋଣେ

ବିଛା,ଧନୁ ଓ ମୀନ ରାଶିର ଘାତବାର

ଦ୍ୱିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

କାଳବେଳା ଓ ବାରବେଳା- ଦିବା ଘ୦୮/୪୦ ଗତେ ଘ୧୧/୫୫ ମଧ୍ୟେ

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୬ ମଧ୍ୟେ ଓ ଘ୦୭/୫୨ ଗତେ ଘ୦୮/୩୯ ମଧ୍ୟେ ଓ ଘ୦୨/୧୮ ଗତେ ଘ୦୩/୫୫ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୧୧/୦୦ ଗତେ ଘ୧୧/୫୦ ମଧ୍ୟେ 

ଅଦ୍ୟ ବୋଇତିକଖାରୁ ଭକ୍ଷଣ ନିଷେଧ