ଛାଡ଼ପ‌ତ୍ରରେ ଆଉ ମିଳିବନି ଭରଣପୋଷଣ !

Aug 27, 2026 - 09:18
 15
ଛାଡ଼ପ‌ତ୍ରରେ ଆଉ ମିଳିବନି ଭରଣପୋଷଣ !

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି! ଯଦି ପତ୍ନୀଙ୍କର ଅନ୍ୟ କାହା ସହ ଅନୈତିକ ସମ୍ପର୍କ ବା ପରକୀୟା ପ୍ରୀତି (Affair) ଥୂବା ପ୍ରମାଣିତ ହୁଏ, ତେବେ ଛାଡ଼ପତ୍ର ସମୟରେ ସେ ସ୍ବାମୀଙ୍କଠାରୁ କୌଣସି ଭରଣପୋଷଣ (Alimony) ପାଇବାକୁ ହକ୍ଦାର ହେବେ ନାହିଁ ବୋଲି ସୁପ୍ରିମକୋର୍ଟ ସୃଷ୍ଟ କରିଛନ୍ତି। ବିବାହ ବିଚ୍ଛେଦ ଏବଂ ଭରଣପୋଷଣ ଆଇନକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ରାୟ