ନନ୍ଦନକାନନରେ ନାଇଟ୍‌ ଆଉଟ୍‌ ଆଟ୍ ଜୁ

Mar 10, 2024 - 22:41
 6
ନନ୍ଦନକାନନରେ ନାଇଟ୍‌ ଆଉଟ୍‌ ଆଟ୍ ଜୁ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜିଠୁ ଆରମ୍ଭ ହେଉଛି `ନାଇଟ ଆଉଟ ଆଟ୍ ଜୁ'। ନନ୍ଦନକାନନ ପକ୍ଷରୁ ନୂଆ ଶୈକ୍ଷିକ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। କେବଳ ରବିବାର ରାତିରେ ବୁଲିହେବ ନନ୍ଦନକାନନ। ୨୦ ଦର୍ଶକ ବୁଲିବାକୁ ବ୍ଯବସ୍ଥା କରାଯାଇଛି । ପର୍ଯ୍ୟଟକମାନେ ଅନଲାଇନରେ ଟିକେଟ କିଣି ନନ୍ଦନକାନନ ବୁଲିପାରିବେ। ଏଥିପାଇଁ ଜଣପିଛା ଟିକେଟ ମୂଲ୍ୟ ୨୫୦ ଟଙ୍କା ରହିଛି।