ବନ୍ଦ ରହିଲା ସମବାୟ କାର୍ଯ୍ୟକ୍ରମ...

Aug 31, 2026 - 13:19
 21
ବନ୍ଦ ରହିଲା ସମବାୟ କାର୍ଯ୍ୟକ୍ରମ...

ସମବାୟ ସେବାକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ସମବାୟ ବିଭାଗର ମେଗା ସଦସ୍ୟତା ଅଭିଯାନ ସେପ୍ଟେମ୍ବର ୧ ପରିବର୍ତ୍ତେ ପରବର୍ତ୍ତୀ ସମୟରେ ଆୟୋଜନ ହେବ ।  

ଅନିବାର୍ଯ୍ୟ କାରଣବଶତଃ ଏହାକୁ ସ୍ଥଗିତ ରଖାଯାଇଛି ।

ଏହା ସହ ଏକାଧିକ ଜନକଲ୍ୟାଣ କାର୍ଯ୍ୟକ୍ରମର ଲୋକର୍ପଣ ଉତ୍ସବ ମଧ୍ୟ ପରବର୍ତ୍ତୀ ସମୟରେ ଅନୁଷ୍ଠିତ ହେବ ।