ଭାରତ ଫାଇନାଲରେ....
ଫାଇନାଲରେ ଭାରତ...
ଟି୨୦ ବିଶ୍ବକପ ଫାଇନାଲରେ ଭାରତ
ଇଂଲଣ୍ଡକୁ ୭ ରନରେ ହରାଇ କ୍ରମାଗତ ଫାଇନାଲରେ ଭାରତ
ଜାକବ ବେଥେଲଙ୍କ ଲଢ଼ୁଆ ଶତକ ସତ୍ତ୍ବେ ହାରିଲା ଇଂଲଣ୍ଡ
୮ ତାରିଖରେ ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ
୨୫୪ ରନର ପିଛା କରି ୨୪୬/୭ ରନରେ ସୀମିତ ଇଂଲଣ୍ଡ
ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୨୫୩/୭g
ସାମସନ ୮୯, ଦୁବେ ୪୩, ଇଶାନ ୩୯
ହାର୍ଦ୍ଦିକଙ୍କ ୨୭ ଓ ତିଲକ ବର୍ମାଙ୍କ ୨୧ ରନ୍