ଭୂମିହୀନଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି ବସୁନ୍ଧରା ଯୋଜନା

Sep 11, 2025 - 20:32
 30
ଭୂମିହୀନଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି ବସୁନ୍ଧରା ଯୋଜନା

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଜମି ଯୋଗାଇବାର ସୂଚନା ଦେଲେ 

ରାଜ୍ୟରେ କେହି ଜଣେ ଭୂମିହୀନ ବ୍ୟକ୍ତି ରହିବେ ନାହିଁ ବୋଲି ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି

ଯେଉଁମାନଙ୍କର ୪ ଡିସିମିଲ୍‌ରୁ କମ ଜମି ଥିବ, ସେମାନଙ୍କୁ ହିଁ ଜମି ଯୋଗାଇ ଦିଆଯିବ

ଯେଉଁ ଜନଜାତି ଜଙ୍ଗଲ ଜମିରେ ରହୁଛନ୍ତି ତାଙ୍କୁ ୧୦ ଡିସିମିଲ୍‌ ଜମି ମିଳିବ ବୋଲି ମଧ୍ୟ ମନ୍ତ୍ରୀ କହିଥିଲେ

ହୀରାକୁଦ ନିର୍ମାଣରେ ବିସ୍ଥାପିତ ହୋଇଥିବା ଲୋକଙ୍କୁ ଜମି ପଟ୍ଟା ଯୋଗାଇ ଦିଆଯିବ

ସେ ମଧ୍ୟ କହିଥିଲେ ଯେ ୨୨ ହଜାରରୁ ଅଧିକ ଶିକ୍ଷାନୁଷ୍ଠାନକୁ ଆମ ବିଜେପି ସରକାର ଜମି ଯୋଗାଇ ସାରିଛନ୍ତି |