ଆଜିର ଦିନ ଚର୍ଚ୍ଚା
ଆଜି ନଭେମ୍ବର ମାସ ୨୯ ତାରିଖ ୨୦୨୬ ମସିହା (ରବିବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୪*
*ସମ୍ବତ୍ସର- ରୌଦ୍ର*
*ମାର୍ଗଶୀର ମାସ- କୃଷ୍ଣପକ୍ଷ*
*ତିଥି- ଷଷ୍ଠୀ ରାତ୍ରି ଘ ୦୨/୧୫ ଗତେ ସପ୍ତମୀ*
*ନକ୍ଷତ୍ର- ପୁଷ୍ୟା ଦିବା ଘ ୧୨/୦୮ ଗତେ ଅଶ୍ଳେଷା*
*ଚନ୍ଦ୍ର- କର୍କଟ*
*ଯୋଗ- ବ୍ରହ୍ମ*
*କରଣ - ଗର*
*ସୌରମାସ- ବିଛା ୧୪ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୬/୦୮/୦୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୨/୪୦
*ଯୋଗିନୀ ପଶ୍ଚିମେ ରାତ୍ରି ଘ ୦୨/୧୬ ଗତେ ବାୟବ୍ୟେ*
*ମେଷ ରାଶିର ଘାତବାର*
*ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
କାଳବେଳା ଓ ବାରବେଳା- ଦିବା ଘ୧୦/୧୦ ଗତେ ଘ୧୨/୫୬ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୫୫ ଗତେ ଘ୦୯/୧୯ ମଧ୍ୟେ ଓ ଘ୧୨/୫୭ ଗତେ ଘ୦୩/୪୩ ମଧ୍ୟେ ଓ ରାତ୍ରି ଘ୦୭/୩୦ ଗତେ ଘ୦୯/୦୪ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୩୧ ଗତେ ଘ୦୫/୦୦ ମଧ୍ୟେ
ଅଦ୍ୟ ନିମ୍ବ ଭକ୍ଷଣ ନିଷେଧ