ଯାଜପୁର ଜିଲ୍ଲା ବଡ଼ଚଣା ବ୍ଳକର ସୋଲର(ବୈରୀ) ଆରକ୍ଷୀ ପ୍ରଶିକ୍ଷଣ ପ୍ରତିଷ୍ଠାନ

Sep 25, 2025 - 08:36
 13
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଳକର  ସୋଲର(ବୈରୀ) ଆରକ୍ଷୀ ପ୍ରଶିକ୍ଷଣ  ପ୍ରତିଷ୍ଠାନ

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଳକର ସୋଲର(ବୈରୀ) ଆରକ୍ଷୀ ପ୍ରଶିକ୍ଷଣ

ପ୍ରତିଷ୍ଠାନ ଗ୍ରାଉଣ୍ଡଠାରେ ପ୍ରଥମ ବ୍ୟାଚ୍ଅବକାରୀ କନେଷ୍ଟବଳ ପ୍ରଶିକ୍ଷାର୍ଥୀଙ୍କର ଦୀକ୍ଷାନୁ ସମାରୋହରେ ମୁଖ୍ୟଅତିଥ୍‌ ଭାବେ ଯୋଗଦେଇ ପ୍ୟାରେଡ୍ ଗ୍ରୁପ୍ନି ରୀକ୍ଷଣ ଏବଂ ଅଭିବାଦନ ଗ୍ରହଣ କରିଥିଲେ ପୂର୍ବ,ଆଇନ୍ ଓ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ ।