ରଜତ କୁମାର କର ଙ୍କର ୯୩ ତମ ଜନ୍ମ ଜୟନ୍ତୀ ଅବସରରେ...

Sep 2, 2026 - 09:40
 5
ରଜତ କୁମାର କର ଙ୍କର ୯୩ ତମ ଜନ୍ମ ଜୟନ୍ତୀ ଅବସରରେ...

ବିଶିଷ୍ଟବାଗ୍ମୀ,ଭଞ୍ଜସାହିତ୍ୟର ପୁରୋଧା, ମାହାଙ୍ଗା ମାଟିର ଗୌରବ ପ୍ରଜ୍ଞା ପୁରୁଷ ପଦ୍ମଶ୍ରୀ ରଜତ କୁମାର କରଙ୍କର ୯୩ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ , କ୍ୟାପିଟାଲ ଫ୍ରେଣ୍ଡସ ଆସୋସିଏସନ୍ ଭୁବନେଶ୍ବର, ଓଁକାର ନାଥ ମିଶନ ଭୁବନେଶ୍ୱର, ସାଂସ୍କୃତିକ ତଥା ଅଧ୍ୟାତ୍ମିକ ପତ୍ରିକା ପ୍ରକାଶନ ସତ୍ୟମ୍ ଶିବମ ସୁନ୍ଦରମ୍ ଓ ମାହାଙ୍ଗା ଆଞ୍ଚଳିକ ଟାଇଗର କ୍ଲବ ପକ୍ଷରୁ ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରୁଛୁ।