ଲୋକ ନିକ କ ସମ୍ପର୍କ ନିର୍ଦ୍ଦେଶକଙ୍କୁ ଭେଟିଲେ ଜାତୀୟ ସାମ୍ବାଦିବ କଲ୍ୟାଣ ବୋର୍ଡ଼ର ପ୍ରତିନିଧ୍ ଦଳ
ରାଜ୍ୟ ସରକାରଙ୍କୁ କଲ୍ଯାଣ କରି ସେ ଭୁବନେଶ୍ଵର, ୨.୯ : ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଏବଂ ଜନସାଧାରଣଙ୍କ ନିମିତ୍ତ ସମସ୍ତ ତଥ୍ଯକୁ ଲୋକଙ୍କ ନିକ ନିକଟରେ ପହଞ୍ଚାଇବା କ୍ଷେତ୍ରରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ଓଡ଼ିଶା ଶାଖା ସବୁମତେ ରାଜ୍ୟ ସର ସାହାଯ୍ୟ ସହ Iହଯୋଗ କରିଆସୁଛି । ସରକାର ଏବଂ ସାମ୍ବାଦିକମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ନିମିତ୍ତ ଜାତୀୟ ସାମ୍ବାଦିକ କ ବୋର୍ଡ଼ର ଏକ କ ପ୍ରତିନିଧୂ ତଳ ବୁଧବାର ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ର ନିର୍ଦ୍ଦେଶକ ସଞ୍ଜୟ କୁମ କୁମାର ବିଶ୍ୱାଳଙ୍କୁ ସାକ୍ଷାତ ଓ ଆଲୋଚନା ନା କରିଥିଲେ । ଏହି ଅବସରରେ ସାମ୍ବାଦିକଙ୍କ ପ୍ରତିନିଧୂ ମଣ୍ଡଳୀ କେତୋଟି ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋଚନା କ ଦିଗରେ ସରକାରଙ୍କ ଧ୍ୟାନ ଆକର୍ଷଣ ନିମିତ୍ତ ନିର୍ଦ୍ଦେଶକ ଶ୍ରୀ ବିଶ୍ଵାଳଙ୍କୁ ଅନୁରୋଧ କରିଥିଲେ । ସେଗୁଡ଼ିକ ମଧ୍ୟରେ ରେ ରହିଥୁଲା ର ସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କ ମୃ ମୃତ୍ୟୁ କ୍ଷେତ୍ରରେ ପତ୍ନୀଙ୍କ ସମେତ ନିର୍ଭରଶୀଳ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା ଟଙ୍କା ଆର୍ଥକ ସହାୟତା ଦେବା ପାଇଁ ଅନୁରୋଧ କରଯାଇ କରଯାଇଥିଲା । ସେହିଭଳି ନୂତନ ସାମ୍ବାଦିକମାନେ ରାଜ୍ୟ ସରକାରଙ୍କ ନାରଙ୍କ ସ୍ଵୀକୃତିପ୍ରାପ୍ତ ତାଲି ତାଲିକାଭୁକ୍ତ ହେବା ବା ପାଇଁ ଆବେଦନ କଲେ । ସେମାନଙ୍କୁ ପ୍ରୋଭିଜନାଲ ଆର୍କିଡେସନ ତାଲିକାଭୁକ୍ତ କରିବାକୁ ଅନୁରୋଧ ରାଧ କରାଯାଇଥିଲ ।
ଅନ୍ୟ ରାଜ୍ୟରେ ଜ୍ୟରେ ସାମ୍ବାଦିକମାନଙ୍କୁ ପେନସନ ଦେବା ବ୍ୟବସ୍ଥା କାର୍ଯ୍ୟକାରୀ ହୋଇସାରିଥିବା ବେଳେ ଓଡ଼ିଶା ସରକାର ଏହାକୁ ତୁରନ୍ତ ରନ୍ତ କାର୍ଯ୍ୟକାରୀ କରି ପେନସ ଦେବାକୁ ଅନୁରୋଧ କରାଯାଇଥିଲା । । ସ୍ଵୀକୃତିପ୍ରାପ୍ତ ସାମ୍ବାଦିକମାନଙ୍କୁ ଲୋକସେବା ଭବନ, ଖା ଖାରବେଳ ଭବନ ଓ ରାଜୀବ ଭବନକୁ ନକୁ ପ୍ରବେଶ କରିବା ପାଇଁ ସ୍ଵତନ୍ତ୍ର ପାସ୍ ବଦଳରେ ସ୍ଵୀକୃତିପ୍ରାପ୍ତ ସାମ୍ବାଦିକମାନ ଅନୁମତି ପତ୍ରକୁ ପ୍ର ପ୍ରବେଶ ପତ୍ର ଭାବରେ ଗ୍ରହଣ ଛଣ କରିବା ପାଇଁ ଅନୁରୋଧ କରାଯାଇଥିଲା । ବର୍ତ୍ତମାନ ରାଜ୍ୟର ୭୬୩୦ ଜଣ ଦିକଙ୍କୁ ରାଜ୍ୟ ସରକାର ୫ ଲକ୍ଷ ଟଙ୍କାର ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରେ ନବୀକରଣ କରିବାକୁ ଅନୁରୋଧ କରାଯାଇଥିଲା । ଏହି କ୍ଷେତ୍ରରେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ସାମ୍ବାଦିକମାନଙ୍କର ସମସ୍ୟା ପ୍ରତି ସହୃଦୟତାର ସହ ବିୟର କରିଥିବାରୁ ଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିର୍ଦ୍ଦେଶକଙ୍କ ମାଧ୍ୟମରେ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରାଯାଇଥିଲା । ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ ସଞ୍ଜୟ କୁମାର ବିଶ୍ଵାଳଙ୍କ ସହ ଆଲୋଚନରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ଓଡ଼ିଶା ଶାଖା ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସାଧାରଣ ସମ୍ପାଦକ ସନତ ମିଶ୍ର, ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତ ଓ ନିର୍ଦ୍ଦେଶକ ମଣ୍ଡଳୀ ସଦସ୍ୟ ବିବେକାନନ୍ଦ ଜେନା ଓ କିଶୋର ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।