ମୁଖ୍ୟ ଶାସନ ସଚିବଙ୍କ ଅଧ୍ଯକ୍ଷତାରେ । ପାକ୍ ବାତ୍ୟା ପ୍ରସ୍ତୁତି ବୈଠକ

May 13, 2026 - 07:36
 20
ମୁଖ୍ୟ ଶାସନ ସଚିବଙ୍କ ଅଧ୍ଯକ୍ଷତାରେ । ପାକ୍ ବାତ୍ୟା ପ୍ରସ୍ତୁତି ବୈଠକ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ଯକ୍ଷତାରେ । ପାକ୍ ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ବିପର୍ଯ୍ୟୟ ପ୍ରସ୍ତୁତିରେ ଓ ଓଡ଼ିଶାର ସୁନାମକୁ ଅକ୍ଷୁଣ୍ଣ ରଖୁବା ଖୁବା ପାଇଁ ସମୟୋପଯୁକ୍ତ ୟାପଯୁକ୍ତ ପଦକ୍ଷେପ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱାରୋପ

ଭୁବନେଶ୍ବର, ୧୨.୦୫.୨୦୨୬

ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରାକ ପ୍ରାକ୍ ବାତ୍ୟା ପ୍ରସ୍ତୁତି ସଂପର୍କିତ ଏକ ଉଚ୍ଚସୂରୀୟ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟ ଉନ୍ନୟନ କମିଶନର-ତଥା-ଅତିରିକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ, ଅଗ୍ନିଶମ ସେବା ମହା ନିର୍ଦ୍ଦେଶକ ଡଃ, ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର, ଭାରତୀୟ ପାଣିପାଗ ବିଭାଗ, ଓଡ୍ରାଫ୍ ଏବଂ ସମ୍ପୂକୁ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧୂକାରୀମାନେ ଯୋଗଦେଇଥିଲେ।

ବୈଠକରେ ଅଂଶଗ୍ରହଣକାରୀ ମାନଙ୍କୁ ସ୍ବାଗତ କରି ସ୍ବତନ୍ତ୍ର ରିଲିଫ କମିଶନର ର ତଥା ଓଏସଡିଏମଏ (ଓସଡମା)ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାଜେଶ ପ୍ରଭାକର ପାଟିଲ କହିଥିଲେ ଯେ, ବ ବଙ୍ଗୋପସାଗର କୂଳରେ ଭୌଗୋଳିକ ଅବସ୍ଥିତି କାରଣରୁ ଓଡ଼ିଶା ବାତ୍ୟା ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ । ପରିବର୍ତ୍ତିତ ଜଳବାୟୁ ପରିସ୍ଥିତି ଫଳରେ ରେ ବାତ୍ୟାର ବାରଂବାରତା ଏବଂ ଅନିଶ୍ଚିତତା ବୃଦ୍ଧି ପାଇଛି । ପ୍ରସ୍ତୁତି, ସମନ୍ବୟ ଓ ପୂର୍ବ ସତର୍କ ସୂଚନା ପ୍ରଚାର ମାଧ୍ଯମରେ "ଶୂନ୍ୟ ମୃତାହତ " ଲକ୍ଷ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଥ‌ିବା ସଂପର୍କରେ ସେ ଉଲ୍ଲେଖ କରିଥିଲେ ।

ଭାରତୀୟ ପାଣିପାଗ ବିଭାଗ ( ଆଇଏମଡି), ଭୁବନେଶ୍ବରର ନିର୍ଦ୍ଦେଶିକା ଡଃ. ମନୋରମା ରମା ମହାନ୍ତି ସୂଚନା ଦେଇଥିଲେ ଯେ, ବର୍ତ୍ତମାନ ଓଡିଶା ଉପକୂଳରେ କୌଣସି ବାତ୍ୟାର ସମ୍ଭାବନା ନାହିଁ । ତେବେ ପ୍ରାକ୍ ବାତ୍ୟା ପ୍ରସ୍ତୁତି ସ୍ବରୂପ ସମସ୍ତି ସମସ୍ତି ସ୍ତରରେ ପ୍ରସ୍ତୁତି ଜାରି ରଖୁବାକୁ ସେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ ।

ପ୍ରାକ୍ ବାତ୍ୟା ପ୍ରସ୍ତୁତି ପରିପ୍ରେକ୍ଷୀରେ ବିଭିନ୍ନ ବିଭାଗର ପ୍ରସ୍ତୁତି ସଂପର୍କରେ ବିଭାଗୀୟ କର୍ତ୍ତୃପୃକ୍ଷମାନେ ସୂଚନା ସୂଚ ଦେଇଥିଲେ । ଅତିରିକୁ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସୂଚନା ଦେଇଥିଲେ ଯେ, ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ପାଇଁ ତୁରନ୍ଧ ମୁତୟନ ନିମନ୍ତେ ୩୦ଟି ଓଡ୍ରାଫ୍ ଟିମ୍ ପ୍ରସ୍ତୁତ ରହିଛନ୍ତି । ଜଳ ସମ୍ପଦ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିକାଶ, ଶକ୍ତି ଶକ୍ତି, ଖାଦ୍ୟ ଯୋଗାଣ ଓ ଖାଉଟି କ କଲ୍ୟାଣ, ପୂର୍ତ୍ତ, କୃଷି, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ଏବଂ ଗୃହ ଓ ନଗର ଉନ୍ନୟନ ଵୟନ ଆଦି ବିଭାଗ ପକ୍ଷରୁ ଜଳଭଣ୍ଡାର ର ପରିଚାଳନା, ରାସ୍ତା ଓ ବିଦ୍ୟୁତ୍ ସେବା, ପୁନରୁଦ୍ଧାର, ସୁରକ୍ଷିତ ପାନୀୟଜଳ ଯୋଗାଣ, ଔଷଧ, ପଶୁଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ସହ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ସମ୍ବନ୍ଧୀୟ ପ୍ରସ୍ତୁତି ସଂ ସଂପର୍କରେ ବିଭାଗୀୟ ପ୍ରସ୍ତୁତି ନେଇ ସମୀକ୍ଷା ରାଯାଇଥୂଲା । ବିଭିନ୍ନ ବିଭାଗକୁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀଗୁଡିକର ପ୍ରସ୍ତୁତି ସୁନିଶ୍ଚିତ ଷ୍ଠିତ କରିବା, କଣ୍ଟ୍ରୋଲ ସ୍ଟ୍ରାଲ ରୁମ୍ ସକ୍ରିୟ କରିବା ଏବଂ ମାନକ କାର୍ଯ୍ୟ ପ୍ରଣାଳୀ(ଏସଓପି) କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ମତ୍ସ୍ୟଜୀବୀମାନଙ୍କ ପାଇଁ ତ୍ୟା ସତର୍କତା ସୂଚନାର ପ୍ରଚାର-ପ୍ରସାର ଓ ପ୍ରଭାବଶାଳୀ ବିପର୍ଯ୍ୟୟ ମୁକାବିଲା ପାଇଁ ବିଭାଗଗୁଡିକ ମଧ୍ୟରେ ସମନ୍ବୟ ଉପ ବାତ୍ଯା ବିଶେଷ ଶେଷ ଗୁରୁତ୍ବ ଦିଆଯାଇଛି । ଉପରେ

ବୈଠକରେ ବିଭିନ୍ନ ନି ନିର୍ଦ୍ଦେଶ ଓ ପରାମର୍ଶ ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଥିଲେ ଯେ, ବିପର୍ଯ୍ୟୟ ପରିଚାଳନା ଓ ପ୍ରସ୍ତୁତି କ୍ଷେତ୍ରରେ ଓଡ଼ିଶାର ସୁନାମ ରହିଛି । । କିନ୍ତୁ ଏଥିପାଇଁ କୌଣସି ପ୍ରକାର ଆତ୍ମସନ୍ତୁଷ୍ଟିରେ ନ ରହି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସେ ସେ ସମସ୍ତ ବିଭାଗକୁ ପରାମର୍ଶ ଦେଇ ଦେଇଥିଲେ । ସମୟୋପଯୁକ୍ତ ପଦକ୍ଷେପ, ନିର୍ଦ୍ଧାରିତ ମାର୍ଗଦର୍ଶିକାର କଡାକଡି ପାଳନ ଓ ଜରୁରୀକାଳୀନ ନୀନ ସମୟରେ

ତ୍ବରିତ ସୂଚ ସୂଚନା ପ୍ରସାର ମାଧ୍ୟମରେ ରାଜ୍ୟର ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନାର ସୁନାମକୁ ଅକ୍ଷୁଣ୍ଣ ରଖୂବାକୁ ସେ ଗୁରୁତ୍ବାରୋପ କରିଥିଲେ

ଉନ୍ନୟନ କମିଶନର ଶ୍ରୀ ସିଂହ ସମସ୍ତ ବିଭାଗକୁ କ୍ଷେତ୍ରସ୍ତରୀୟ ଅଧୂକାରୀମାନଙ୍କ ସହ ପ୍ରସ୍ତୁତି ବ୍ୟବସ୍ଥାର ନିୟମିତ ସମୀକ୍ଷା କରିବା ସହ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ କଡାକଡି ଭାବେ ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।