ଅସମ୍ଭବ ହେଲେ ବି ସତ୍ୟ !
ଭାରତରେ ନ ଥିଲେ ବି ଓଡ଼ିଶାରେ...ଓରାଂଟନ ଜୀବ
୫ ଓରାଙ୍ଗଉଟାନ ମିଳିବା ଘଟଣାରେ ତଦନ୍ତ ହେବ କହିଲେ ବିଭାଗୀୟ ମନ୍ତ୍ରୀ
ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ (WCCB) ତଦନ୍ତ କରିବ କହିଲେ
ଅନ୍ତର୍ଜାତୀୟ ମାଫିଆ ଚାଲାଣ କରୁ ଥାଇପାରେ, ତଦନ୍ତ କରାଯିବ’
କାରଣ ଏହି ପ୍ରଜାତି ଭାରତରେ ନାହାନ୍ତି କି ଓଡ଼ିଶାରେ ନାହାନ୍ତି’
ଏନେଇ ନିଜେ PCCF ମଧ୍ୟ ମନିଟରିଂ କରୁଛନ୍ତି’
ଗୋଟେ ଓରାଙ୍ଗଉଟାନର
ବଜାରରେ ଦାମ ୨୫ ଲକ୍ଷ ଟଙ୍କା’
ସେମାନଙ୍କୁ ନେଇ ରିସର୍ଚ୍ଚ କରାଯିବ- ଗଣେଶରାମ ସିଂଖୁଣ୍ଟିଆ
ଚେକ୍ ଦେବା ପାଇଁ ଏୟାରପୋର୍ଟ ଓ ରେଲୱେ ସହ କଥାବାର୍ତ୍ତା କରାଯିବ