କେଵଳ ଅଧିକ ଶୀର୍ଷ ଶ୍ରେଣୀର ବ୍ୟକ୍ତିମାନେହିଁ ଏଚ୍‍-୧ବି ଭିସା କରି ପାରିବେ..

Sep 20, 2025 - 14:25
 6
କେଵଳ ଅଧିକ ଶୀର୍ଷ ଶ୍ରେଣୀର ବ୍ୟକ୍ତିମାନେହିଁ ଏଚ୍‍-୧ବି ଭିସା କରି ପାରିବେ..

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ନୂଆ ଏଚ୍‍-୧ବି ଭିସା ଆବେଦନ ଉପରେ ୧୦ହଜାର ଡଲାରର ଶୁଳ୍କ ଲାଗୁ କରିବା ପାଇଁ ଏକ ଘୋଷଣାପତ୍ରରେ ସ୍ୱାକ୍ଷର କରିଛନ୍ତି । 

ଯାହାର ଅର୍ଥ ହେଉଛି ଭାରତୀୟମାନଙ୍କୁ ଏବେ ଭିସା ପାଇଁ ଆବେଦନ କରିବାକୁ ହେଲେ ୮୮ଲକ୍ଷ ଟଙ୍କା ଖୁର୍ଚ୍ଚ କରିବାକୁ ପଡିବ ଏହି ପଦକ୍ଷେପ ପରେ ଭାରତୀୟ ଶ୍ରମିକମାନଙ୍କୁ ସବୁଠାରୁ ଅଧିକ ପ୍ରଭାବିତ ହେବାକୁ ପଡିପାରେ । 

ଏବେ କେବଳ ଶୀର୍ଷ ଯୋଗ୍ୟ ବ୍ୟକ୍ତି ଏହି ଭିସା ପାଇଁ ଆବେଦନ କରିପାରିବେ । 

ଏସଂକ୍ରାନ୍ତ ନିର୍ଦ୍ଦେଶନାମାରେ ସ୍ୱାକ୍ଷର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।