ଆଜିର ଦିନ ଚର୍ଚ୍ଚା

Aug 21, 2026 - 07:04
 4

ଆଜିର ଦିନ ଚର୍ଚ୍ଚା 

ଆଜି ଅଗଷ୍ଟ ମାସ ୨୧ ତାରିଖ ୨୦୨୬ ମସିହା (ଶୁକ୍ରବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୩*

*ସମ୍ବତ୍ସର- ରୌଦ୍ର*

*ଶ୍ରାବଣମାସ- ଶୁକ୍ଳପକ୍ଷ*

*ତିଥି- ନବମୀ ରାତ୍ରି ଘ୧୧/୧୧ ଗତେ ଦଶମୀ*

*ନକ୍ଷତ୍ର- ଅନୁରାଧା ଦିବା ଘ୧୨/୧୦ ଗତେ ଜ୍ୟେଷ୍ଠା*

*ଚନ୍ଦ୍ର- ବିଛା*

*ଯୋଗ- ବୈଧୃତି*

*କରଣ - ବ।ଳବ*

*ସୌରମାସ- ସିଂହ ୦୫ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୫/୩୨/୦୪

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୯/୧୨

*ଯୋଗିନୀ ପୂର୍ବେ ରାତ୍ରି ଘ୧୦/୧୧ ଗତେ ଉତ୍ତରେ*

*ବିଛା,ଧନୁ ଓ ମୀନ ରାଶିର ଘାତବାର*

*ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

କାଳବେଳା ଓ ବାରବେଳା- ଦିବା ଘ୦୮/୪୦ ଗତେ ଘ୧୧/୫୦ ମଧ୍ୟେ

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୭ ମଧ୍ୟେ ଓ ଘ୦୭/୫୫ ଗତେ ଘ୦୮/୪୦ ମଧ୍ୟେ ଓ ଘ୧୨/୪୪ ଗତେ ଘ୦୨/୨୦ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୧୦/୫୭ ଗତେ ଘ୧୧/୪୪ ମଧ୍ୟେ*

ଅଦ୍ୟ ଲାଉ ଭକ୍ଷଣ ନିଷେଧ