ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ଆଜି ଅଗଷ୍ଟ ମାସ ୨୮ ତାରିଖ ୨୦୨୬ ମସିହା (ଶୁକ୍ରବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୩*
*ସମ୍ବତ୍ସର- ରୌଦ୍ର*
*ଶ୍ରାବଣମାସ- ଶୁକ୍ଳପକ୍ଷ*
*ତିଥି- ପୂର୍ଣ୍ଣିମା ଦିବା ଘ୦୯/୪୪ ଗତେ ପ୍ରତିପଦ*
*ନକ୍ଷତ୍ର- ଶତଭିଷା ରାତ୍ରି ଘ୦୩/୫୦ ଗତେ ପୂର୍ବଭାଦ୍ର*
*ଚନ୍ଦ୍ର-କୁମ୍ଭ*
*ଯୋଗ- ଅତିଗଣ୍ଡ*
*କରଣ - ବବ*
*ସୌରମାସ- ସିଂହ ୧୨ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୩୪/୧୨
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୩/୪୨
*ଯୋଗିନୀ ବାୟବ୍ୟେ ଦିବା ଘ୦୯/୪୪ ଗତେ ପୂର୍ବେ*
*ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର*
*ବିଛା ,ଧନୁ ଓ ମୀନ ରାଶିର ଘାତବାର*
*ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
କାଳବେଳା ଓ।ବାରବେଳା- ଦିବା ଘ୦୮/୪୦ ଗତେ ଘ୧୧/୫୦ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୦ ମଧ୍ୟେ ଓ ଘ୦୭/୫୮ ଗତେ ଘ୦୮/୩୯ ମଧ୍ୟେ ଓ ଘ୧୨/୪୫ ଗତେ ଘ୦୨/୨୨ ମଧ୍ୟେ ଓ ଘ୦୩/୬୯ ଗତେ ଘ୦୫/୩୫ ମଧ୍ୟେ*
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୧୦/୪୯ ଗତେ ଘ୧୧/୪୦ ମଧ୍ୟେ
ଆଜି ପାଣିକଖାରୁ ଭକ୍ଷଣ ନିଷେଧ