ଆଜିର ଦିନ ଚର୍ଚ୍ଚା
ଦିନର ଚର୍ଚ୍ଚା
ଆଜି ଅଗଷ୍ଟ ମାସ ୦୭ ତାରିଖ ୨୦୨୬ ମସିହା (ଶୁକ୍ରବାର)
ଶକାବ୍ଦ -୧୯୪୮
ସମ୍ବତ୍ -୨୦୮୩
ଦିଲ୍ଲୀଶ୍ବରାବ୍ଦ -୧୪୩୩
ସମ୍ବତ୍ସର- ରୌଦ୍ର
ଶ୍ରାବଣମାସ- କୃଷ୍ଣପକ୍ଷ
ତିଥି- ନବମୀ ଦିବା ଘ୦୪/୫୬ ଗତେ ଦଶମୀ
ନକ୍ଷତ୍ର- କୁର୍ତ୍ତିକା ରାତ୍ରି ଘ୦୮/୦୦ ଗତେ ରୋହିଣୀ
ଚନ୍ଦ୍ର-ବୃଷ
ଯୋଗ- ବୃଦ୍ଧି
କରଣ - ତୈତିଳ
ସୌରମାସ- କର୍କଟ ୨୨ ଦିନ
ସୂର୍ୟୋଦୟ- ପ୍ରାତଃ ଘ୦୫/୨୭/୨୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୭/୩୩
ଯୋଗିନୀ ପୂର୍ବେ ଦିବା ଘ୦୪/୫୬ ଗତେ ଉତ୍ତରେ
ବିଛା ରାଶିର ଘାତଚନ୍ଦ୍ର
ବିଛା,ଧନୁ ଓ ମୀନ ରାଶିର ଘାତବାର
ନବମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମୃତେ ରାତ୍ରି ଘ୦୭/୪୦ ଗତେ ଏକପାଦ ପୁଷ୍କର ଦୋଷ
କାଳବେଳା ଓ ବାରବେଳା- ଦିବା ଘ୦୮/୪୦ଗତେ ଘ୧୧/୫୪ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୭/୦୪ ମଧ୍ୟେ ଓ ଘ୦୭/୫୦ ଗତେ ଘ୦୮/୩୯ ମଧ୍ୟେ ଓ ଘ୧୨/୪୦ ଗତେ ଘ୦୨/୧୬ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୧୧/୦୬ ଗତେ ଘ୧୧/୫୬ ମଧ୍ୟେ
ଅଦ୍ୟ ଲାଉ ଦିବା ଘ୦୪/୫୬ ଗତେ କଳମଶାଗ ଭକ୍ଷଣ ନିଷେଧ