ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ଆଜି ସେପ୍ଟେମ୍ବର ମାସ ୦୫ ତାରିଖ ୨୦୨୬ ମସିହା (ଶନିବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୩*
*ସମ୍ବତ୍ସର- ରୌଦ୍ର*
*ଭାଦ୍ରବମାସ- କୁଷ୍ଣପକ୍ଷ*
*ତିଥି- ନବମୀ ରାତ୍ରି ଘ୧୦/୨୪ ଗତେ ଦଶମୀ*
*ନକ୍ଷତ୍ର- ମୃର୍ଗଶିର। ରାତ୍ରି ଘ୧୦/୩୭ ଗତେ ଆର୍ଦ୍ରା*
*ଚନ୍ଦ୍ର-ବୃଷ ଦିବା ଘ୧୧/୨୦ ଗତେ ମିଥୁନ*
*ଯୋଗ- ବଜ୍ର*
*କରଣ - ତୈତିଳ*
*ସୌରମାସ- ସିଂହ ୨୦ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୩୫/୩୬
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୭/୦୦
*ଯୋଗିନୀ ପୂର୍ବେ ରାତ୍ରି ଘ୧୦/୨୪ ଗତେ ଉତ୍ତରେ*
*କନ୍ୟା ରାଶିର ଘାତଚନ୍ଦ୍ର*
*ବୃଷ,ସିଂହ ଓ କନ୍ୟା ରାଶିର ଘାତବାର*
*ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
କାଳବେଳା-ଦିବା ଘ୦୭/୦୯ ମଧ୍ୟେ ଓ ଦିବା ଘ୦୪/୨୪ ଗତେ ଘ୦୫/୫୮ ମଧ୍ୟେ
ବାରବେଳା- ଦିବା ଘ୦୧/୧୭ ଗତେ ଘ୦୨/୫୩ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୯/୩୫ ଗତେ ଘ୧୨/୪୯ ମଧ୍ୟେ ଓ ରାତ୍ରି ଘ୦୮/୨୨ ଗତେ ଘ୧୦/୪୫ ମଧ୍ୟେ ରାତ୍ରି ଘ୧୨/୨୨ ଗତେ ଘ୦୧/୫୪ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।-
ନ।ସ୍ତି
????ଅଦ୍ୟ କଳମଶାଗ ଭକ୍ଷଣ ନିଷେଧ